ନରାଜରେ ‘ଓଡ଼ିଶା ସିଲିକନ୍ ଭାଲି’

ନୂଆ ଦିଲ୍ଲୀ/ଭୁବନେଶ୍ୱର : ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ସେମିକଣ୍ଡକ୍ଟର ଏବଂ…

Continue reading
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ- SBIePay ସହଭାଗିତା

“SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଓ ସହଜ ଡିଜିଟାଲ୍ ପେମେଣ୍ଟ ସୁବିଧା ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ “SUJOG” ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ…

Continue reading
‘ପ୍ରଳୟ’ର ସଫଳ ପରୀକ୍ଷା

ଧାମରା: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଶୁକ୍ରବାର ଦୁଇଥର ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରାସ୍ଥିତ କଲାମ ଦ୍ୱୀପର ‘ଆଇଟିଆର’ ଲଞ୍ଚ କ‌େ​‌ମ୍ପ୍ଲକ୍ସରୁ ସକାଳ ୯ଟାରେ ଏହି କ୍ଷେପଣାସ୍ତ୍ର ଲଗାତାର…

Continue reading
ଆଜି ଲଘୁଚାପ: ୨୨ରୁ ଦକ୍ଷିଣରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ଥାଇଲାଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଛି। ଶନିବାର ସନ୍ଧ୍ୟା ସୁଦ୍ଧା ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନ ରହିଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା…

Continue reading
ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର: ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳଙ୍କୁ ଶୁକ୍ରବାର ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ…

Continue reading
୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ: ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ଙ୍କ ଏତଲା କ୍ରମେ ପୋଲିସ ଶୁକ୍ରବାର ଅଭିଯୁକ୍ତ ମନୋଜ ଲୁଗୁନ(୪୫)ଙ୍କୁ ଗିରଫ କରି…

Continue reading
ରାତି ଅଧରେ ମହିଳାଙ୍କ ଘରେ ପଶି ଅତିରିକ୍ତ ସଚିବଙ୍କ ହଙ୍ଗାମା

ଭୁବନେଶ୍ୱର,: ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ମହିଳାଙ୍କ ଘରେ ରାତି ଅଧରେ ପଶି ହଙ୍ଗାମା କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ମହିଳା ଖାରବେଳନଗର ଥାନାରେ…

Continue reading
ଗଛ ଡାଳ ଭାଙ୍ଗି ପେଟରେ ପଶିଗଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ ଭଙ୍ଗାଡାଳ ଜଣେ ଯୁବକଙ୍କ ପେଟରେ ଗଳିଯାଇଛି। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ…

Continue reading
ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ, ୩ ଭାଇଭଉଣୀ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆର୍ଥିକ ଠକେଇ ମାମଲାରେ ୩ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ଝରଣା ବାଦି,ରାଜକୁମାରୀ ବାଦି ଓ ରାଜେଶ ବାଦି । ସେମାନେ ସମ୍ପର୍କରେ ୨ ଭଉଣୀ ଓ ଭାଇ । ୨୫ ଲକ୍ଷ ଟଙ୍କା ନିବେଶ କଲେ…

Continue reading
ଓଡ଼ିଶା-ଝାଡ଼ଖଣ୍ଡରେ ED ରେଡ୍

ଓଡ଼ିଶା ଓ ଝାଡ଼ଖଣ୍ଡରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ (ED)ର ବଡ଼ଧରଣର ଚଢ଼ାଉ। ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ଏହି ରେଡ୍ କରାଯାଉଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ଓଡ଼ିଶାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ…

Continue reading