ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି
ରାତି ପାହିଲେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ସଜେଇ ହୋଇଛି ଚନ୍ଦ୍ରଭାଗା। ଚକାଚକ୍ ହୋଇଛି ରାସ୍ତା ଘାଟ। ଆଉ ବେଳାଭୂମିରେ ପ୍ରତିଯୋଗୀଙ୍କ ପାଇଁ ଗଦା ହୋଇଛି ବାଲି। ଚଳିତବର୍ଷ ୮ ଜଣ ବିଦେଶୀ…







