ଆଇଏଏସ୍ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ
ଭୁବନେଶ୍ବର : ଧର୍ମଗଡ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ଲାଞ୍ଚ ନେଇ ଆଇଏଏସ ଧୀମାନ ଚକମା ଗିରଫ ହେବା ପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…















