ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ନିମାପଡାରେ ପ୍ରେରଣା ଦିବସ ପାଳିତ

ନିମାପଡ଼ା,୧୪।୦୫।୨୬: ନିମାପଡାର ଗାନ୍ଧୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ନିମାପଡ଼ା ରେ ପ୍ରେରଣା ଦିବସ ଭାବେ ପାଳନ କରାଯାଇ ଆସୁଛି। ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ…

Continue reading
ପାଇଲଟ ଓ ଏସକର୍ଟ ଗାଡ଼ିକୁ ହଟାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୧୪।୦୫।୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ…

Continue reading
ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

Continue reading
ସପ୍ତାହରେ ୩ ଦିନ ଚାଲିବ ପୁରୀ-କୋରାପୁଟ ଏକ୍ସପ୍ରେସ

ଭୁବନେଶ୍ୱର, ୧୩/୦୫: ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ…

Continue reading
କ୍ରିକେଟ୍‌ ଦଳ କିଣିଲେ ରାହୁଲ ଦ୍ରାବିଡ଼ ଓ ବଲିଉଡ୍‌ ଅଭିନେତା ଅଭି‌ଷେକ ବଚ୍ଚନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ନୂଆକରି ଆରମ୍ଭ ହେବାକୁ ଯାଉଥିବା ୟୁରୋପିଆନ୍‌ ଟ୍ବେଣ୍ଟି-୨୦ ପ୍ରିମିୟର୍‌ ଲିଗ୍‌ (ଇଟିପିଏଲ୍‌)ର ‘ଡବଲିନ୍‌ ଗାର୍ଡିଅନ୍ସ’ଦଳକୁ କିଣି ନେଇଛନ୍ତି। ତା’ ସହିତ ଏହି ଲିଗ୍‌ ୟୁରୋପରେ କ୍ରିକେଟ୍‌ର ବିକାଶ…

Continue reading
ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌: ଭୋପାଳର ମେଡିକାଲ୍ ଛାତ୍ର ଶୁଭମ ଖୈରନାର ନାଶିକରୁ ଗିରଫ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ୨୦୨୬ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍‌ ଖବର ସାମ୍ନାକୁ ଆସିଲା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ। ନାଶିକରୁ ଏହି…

Continue reading
ପରଦାରେ ନୁହେଁ ସତକୁ ସତ ଆରମ୍ଭ ହେଲା ଶକ୍ତିମାନ-କିଲ୍‌ବିଷ୍‌ ଲଢେ଼ଇ

ନବେ ଦଶକରେ ଭାରତୀୟ ଟିଭି ଦୁନିଆର ସବୁଠାରୁ ଚର୍ଚ୍ଚିତ ଶୋର ହିରୋ ଶକ୍ତିମାନ ଓ ଭିଲେନ୍‌ କିଲ୍‌ବିଷ୍‌ର ଲଢେ଼ଇ ଦେଖିଦେଖି ବଡ ହୋଇଥିବା ପିଲାମାନେ ଏବେ ପିଲାମାନଙ୍କ ବାପା ମାଆ ହେବେଣି କିନ୍ତୁ ଏହି ଦୁଇ ଚରିତ୍ରଙ୍କର ଲଢେ଼ଇ ସରୁନି। ଏଭଳି…

Continue reading
କରନ ଜୋହରଙ୍କ ମେଟ୍‌ ଗାଲା ଗାଉନ୍‌: ୮୦ କାରିଗରଙ୍କ ୫୬୦୦ ଘଂଟାର ପରିଶ୍ରମ

ଆମେରିକାର ନ୍ୟୁୟର୍କ ସିଟି ଠାରେ ମେ, ୪ ତାରିଖରେ ହୋଇଥିବା ମେଟ୍‌ ଗାଲାରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଡେବ୍ଲ୍ୟୁ ଆପିଅରାନ୍ସ ସବୁତକ ଲାଇମ୍‌ଲାଇଟ୍‌ ସାଉଁଟି ନେଇଛି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା କରନ ‘ଫ୍ରେମ୍‌ ଇନ୍‌ ଇଟର୍ନିଟି’ ଏକ…

Continue reading
ସରିଲା ଭଉଁରୀ ଯାତ୍ରା,୨୧ ପ୍ରକାର ବ୍ୟଞ୍ଜନ-ସେବନ କରି ବାହୁଡିଲେ ମା’ଭଗବତୀ

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ଏକୋଇଶି ଦିନ ଧରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚାଲିଥିବା ଚନ୍ଦନଯାତ୍ରା ଶେଷ ତିନିଦିନର ଜଳକ୍ରୀଡ଼ା ଭଉଁରୀରେ ଉଦଯାପିତ ହୋଇଛି । । ଏକୋଇଶିଥର…

Continue reading
ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆଇଆଇଟି ବମ୍ବେର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଲେ • ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ • ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପ୍ରତିଷ୍ଠା ଦିବସ…

Continue reading