ମହାନଦୀ ଜଳ ବିବାଦ ସମାଧାନର ନିକଟତର ହେଉଛୁ, ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ  ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଓ ଛତିଶଗଡ଼…

Continue reading
ରାଇକିଆରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ,ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣ ଉପରେ ଗୁରୁତ୍ୱ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ବ୍ଲକ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ ହୋଇଯାଇଛି। ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁସଂଖ୍ୟକ ବରିଷ୍ଠ ନାଗରିକ ଏଥିରେ ଯୋଗଦେଇଥିଲେ। ସମାଜ…

Continue reading
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଦେବଗଡ଼:ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ…

Continue reading
ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଯୁବକ ଗିରଫ

ଦେବଗଡ଼:ବାରକୋଟ ଥାନାର ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଆଜି ପୁଲିସ ଅଭିଯୁକ୍ତ ବାରକୋଟ ଥାନାର ସରୁଆଳୀ ଗ୍ରାମର…

Continue reading
ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ

ଦେବଗଡ଼:କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ର ଛାତ୍ରୀ ଜାତୀୟସ୍ତରୀୟ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ ହୋଇ ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଭୁବନେଶ୍ୱରସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୬ରେ ଆଞ୍ଚଳିକସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ…

Continue reading
ସାରଙ୍କ ମାଡ଼ରେ ଛାତ୍ର ମୃତ

ଭୁବନେଶ୍ୱର : ପ୍ରଧାନ ଶିକ୍ଷକଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦର ସ୍କୁଲ ହଷ୍ଟେଲରେ ଛାତ୍ର ଗଙ୍ଗା ଜାନିଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଟିନୋ…

Continue reading
ସରକାରୀ ଜମି ବେଆଇନ ଆବଂଟନର ମୁଖ୍ୟ ସୈାଦାଗର ବିଜେଡି: ଅମର ପଟ୍ଟନାୟକ

 ସରକାରୀ ଜମିକୁ ବଜାର ଦର ଅପେକ୍ଷା ଯଥେଷ୍ଟ କମ୍ ମୂଲ୍ୟରେ ନିର୍ଦ୍ଦିଷ୍ଟ ତୋଷଣକାରୀ ସଂସ୍ଥା, ବ୍ୟକ୍ତି ଓ ପରିଚିତ କଂପାନୀଗୁଡିକୁ ଦେଇଛି ବିଜେଡି  ଜମି ଆବଂଟନ ପାଇଁ ଥିବା ନିର୍ଦ୍ଧାରିତ ମାର୍ଗଦର୍ଶିକା, ନିଲାମ ପ୍ରକ୍ରିୟା ଏବଂ ସ୍ୱଚ୍ଛତାକୁ ସଂପୂର୍ଣ୍ଣ…

Continue reading
ଶିଖରଚଣ୍ଡୀ ମନ୍ଦିରର ହେବ ପୂର୍ଣ୍ଣାଙ୍ଗ ବିକାଶ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶିଖରଚଣ୍ଡୀ ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ନବରାତ୍ରୀ ଏବଂ ଶୀତଦିନିଆ ପର୍ଯ୍ୟଟନ ଋତୁ ପୂର୍ବରୁ ଏହି ବୃହତ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବାକୁ…

Continue reading
ଖରାପ ରାସ୍ତାର ତୁରନ୍ତ ମରାମତି ପାଇଁ ପୃଥ୍ୱୀରାଜଙ୍କ ନିର୍ଦ୍ଦେଶ

• ନିୟମିତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଏବଂ ନିର୍ମାଣ କାର୍ଯ୍ୟ ତଦାରଖ ନେଇ ସବୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ • କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ • ଟେଣ୍ଡର ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ନେଇ ଆଲୋଚନା…

Continue reading
ନନ୍ଦନକାନନରେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୩୦/୦୯/୨୦୨୬: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ନନ୍ଦନକାନନ ଜୀବ ଉଦ୍ୟାନ ପରିଦର୍ଶନ କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ପରିଦର୍ଶନ କାଳରେ ସେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଦର୍ଶନକୁ ଆହୁରି ସୁବିଧାଜନକ, ସୁରକ୍ଷିତ ଓ…

Continue reading