ରାଇକିଆ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ ସ୍ପାର୍କ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ସ୍ପାର୍କ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅମୀୟ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପରିସରରେ ଆୟୋଜିତ ସ୍ୱତନ୍ତ୍ର…

Continue reading
ନକଲି ନୋଟ ଓ ଚୋରି ଅଭିଯୋଗରେ ୨ ଗିରଫ

ଦେବଗଡ଼:ନକଲି ନୋଟ ଓ ଚୋରି ଅଭିଯୋଗରେ ଆଜି ବାରକୋଟ ଥାନା ପୁଲିସ ୨ଜଣ ଅଭିଯୁକକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନାର ମରଡଙ୍ଗ ଗ୍ରାମର ଅନୀଲ ସାହୁ(୩୫) ଓ ରବି ଦାଶ(୧୯)।ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଗୋଟିଏ ମଟରସାଇକେଲ,ନଗଦ ୮୫୦୦ ଟଙ୍କା,୬ଟି…

Continue reading
ଚିନ୍ମୟ ମିଶନ ଆନୁକୁଲ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା

ଦେବଗଡ଼ : ସ୍ଥାନୀୟ ଚିନ୍ମୟ ବିଦ୍ୟାଳୟ ଠାରେ ଚିନ୍ମୟ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଚାର୍ଯ୍ୟ ସ୍ବାମିନୀ ତନିଷ୍ଠା ନନ୍ଦଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ମିଶନର ସମ୍ପାଦକ ରୋଜି ପ୍ରଧାନ ଏବଂ ଉପ-ସଭାପତି ଜ୍ୟୋସ୍ନା ଦେବୀଙ୍କ…

Continue reading
ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ…

Continue reading
ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟକ୍ରମରେ ସନ୍ଦର୍ଭ ଉପସ୍ଥାପନ କଲେ ସଚିବ

ସ୍ୱାଧୀନତା ପୂର୍ବରୁ ଆଧୁନିକ ଡିଜିଟାଲ ବିଧାନସଭା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉତ୍ତରାଧିକାର ଏବଂ ସାମ୍ପ୍ରତିକ ସଂସ୍କାରର ଏହି ଯାତ୍ରା ନିରନ୍ତର ଚାଲିଛି: ସଚିବ ଶ୍ରୀ ରାଉତ ଭୁବନେଶ୍ୱର : ଓଡ଼ିଶା ନିଜର ଅଭିଜ୍ଞତାକୁ କେବେ ସମ୍ପୂର୍ଣ୍ଣ ବୋଲି ଦାବି କରେନାହିଁ, ବରଂ ବୃତ୍ତିଗତ…

Continue reading
ପାଣି ପମ୍ଫ ଅଚଳ ଯୋଗୁଁ ଆହାର କେନ୍ଦ୍ରରେ ରୋଷେଇ ବନ୍ଦ

ଦେବଗଡ଼:ସରକାର ସୁଲଭ ଦରରେ ସହର ଓ ମେଡିକାଲକୁ ଆସୁଥିବା ଗରିବ ଲୋକମାନଙ୍କ ପାଇଁ ଆରମ୍ଭ କରିଥିଲେ ଆହାର କେନ୍ଦ୍ର। କିନ୍ତୁ ଆଜି ପାଣି ପମ୍ଫ ଅଚଳ ହୋଇଯାଇଥିବାରୁ ପୌରାଚଂଳର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ‌ରେ ଥିବା ଆହାର କେନ୍ଦ୍ରରେ ପାଣିର ସମସ୍ୟା…

Continue reading
୨୧ ତାରିଖ ସୁଦ୍ଧା ଅବପାତ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତ କରି ଆହୁରି ଘନୀଭୂତ ହେବ। ୨୧ ତାରିଖ ସୁଦ୍ଧା ଅବପାତ ଓ…

Continue reading
ସ୍ତ୍ରୀଙ୍କୁ ହତ୍ୟାପରେ ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ସ୍ୱାମୀ ମଧ୍ୟ…

Continue reading
ମାଇନ ଇକୋନୋମିରୁ ମାଇଣ୍ଡ ଇକୋନୋମି ଦିଗକୁ ଅଗ୍ରସର ହେଉଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି । ଏହି ଦୁଇଦିନ ମଧ୍ୟରେ ଗତକାଲି ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିକଶିତ…

Continue reading
ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କ ତ୍ୱରିତ ପଦକ୍ଷେପ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ପାଣିରେ ଭାସିଯାଇ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟଣାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବାଦ ପାଇବା କ୍ଷଣି ତୁରନ୍ତ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଥିଲେ ।…

Continue reading