୨୦ରୁ ଧାଡ଼ି ଦର୍ଶନ ପ୍ରକ୍ରିୟା: ପୃଥ୍ୱୀରାଜ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ବୁଧବାର ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ । କେହି ବିନା ଦର୍ଶନରେ…

Continue reading
ନୂଆବର୍ଷ ସକାଳୁ ଦୁଃଖଦ ଘଟଣା: ଜଳିଗଲା ୧୦ ବଖରା ଘର

ନିଆଳି : ନୂଆବର୍ଷ ସକାଳୁ ଦୁଃଖଦ ଘଟଣା। କଟକ ନିଆଳି ମାଧବ ପ୍ରଧାନ ସାହିରେ ଭୟାବହ ଅଗ୍ନକାଣ୍ଡ। ଜଳିଗଲା ୧୦ ବଖରା ଘର। ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ସୂଚନାନୁଯାୟୀ, ବୁଧବାର ସକାଳୁ ନିଆଳି…

Continue reading
ନୂଆବର୍ଷରେ ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭୁବନେଶ୍ୱର: ନୂଆବର୍ଷରେ ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲେ ଘରୋଇ ବସ। ଦୁର୍ଘଟଣାରେ ବାଇକ୍ ଚାଳକ ଆହତ ବେଳେ ମହିଳା ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋ‌ଗେ…

Continue reading
ଓସିଏସ୍‌ ନିମନ୍ତେ ବିଜ୍ଞପ୍ତି ପ୍ରକାଶ

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୪ (ଓସିଏସ୍‌) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ଶହ ପଦ ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ…

Continue reading
ନୂଆବର୍ଷ ସହ ପାଦ ମିଳାଇ ଫେରିଛି ଶୀତ

ଭୁବନେଶ୍ବର: ନୂଆବର୍ଷ ସହ ପାଦ ମିଳାଇ ଫେରିଛି ଶୀତ । ଆଜିଠାରୁ ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ଶୁଖିଲା ପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଶୀତ । ଏହାସହ ରାତି ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ ।…

Continue reading
ନବବର୍ଷ ୨୦୨୫: ଚନ୍ଦ୍ରଭାଗାରେ ପ୍ରବଳ ଗହଳି

ଭୁବନେଶ୍ଵର: ନୂଆ ଆଶା ଓ ନୂଆ ଉଦ୍ଦୀପନା ନେଇ ଆସିଛି ଇଂରାଜୀ ନବବର୍ଷ ୨୦୨୫। ନୂଆବର୍ଷ ପାଳନକୁ ନେଇ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ। ଗାଁଠୁ ସହର ସବୁଠି ଅତି ଧୂମଧାମ ସହକାରେ ବର୍ଶ ୨୦୨୫କୁ ପାଳନ କରାଯାଉଛି। ସେପଟେ ନୂଆବର୍ଷର…

Continue reading
ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

ପୁରୀ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବିଳମ୍ବିତ ରାତିରୁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ। ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ। ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସହ ବ୍ୟାରିକେଡ୍‌ ଭାଙ୍ଗିଲେ ଭକ୍ତ। ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍‌କୁ…

Continue reading
ଓଡ଼ିଶା ଫେରିଲା ଜିନ୍ନତ

ଭୁବନେଶ୍ୱର: ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ । ଏନଟିସିଏ ଛାଟ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବିଳମ୍ବିତ ରାତିରେ ଓଡ଼ିଶା ଫେରିଛି ଜିନ୍ନତ। ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ…

Continue reading
କୁନି ଝିଅ ଉପରେ ଚଢ଼ିଗଲା ହାଇୱା

କଟକ: କଟକରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଜ ମଉସାଙ୍କ ସହ ଯାଉଥିବା ଜଣେ କୁନି ଝିଅ ଉପରେ ଚଢ଼ିଗଲା ହାଇୱା। ଏହି ଦୁର୍ଘଟଣା ଯୋବ୍ରା ବ୍ୟାରେଜ ନିକଟରେ ଘଟିଛି।ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ…

Continue reading
ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ,ଜନସମୁଦ୍ର ପାଲଟିଛି ବଡଦାଣ୍ଡ

ପୁରୀ: ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ। ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ…

Continue reading