ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ

ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ।…

Continue reading
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର

ସେଦିନ ରାତିରେ ଜଳିଥିଲା ସମୁଦ୍ର। ଛାରଖାର ହୋଇଥିଲା କରାଚୀ ବନ୍ଦର। ୧୯୭୧ ମସିହା ଡିସେମ୍ବର ୪ ତାରିଖ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା। ପାକିସ୍ତାନର କରାଚୀ ବନ୍ଦରକୁ ଧୂଳିସାତ୍ କରି ସଫଳତା ହାସଲ କରିଥିଲା ‘ଅପରେସନ୍ ଟ୍ରାଇଡେଣ୍ଟ’। ଏହାର ସ୍ମୃତିରେ…

Continue reading
ସୁଭଦ୍ରା ଟଙ୍କା: ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଡିସେମ୍ବର ୨୫ ତାରିଖରେ ୪ ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ…

Continue reading
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ଗିରଫ

ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍‌। ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ରାସ୍ତାରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୪ ଅଭିଯୁକ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ…

Continue reading
ପ୍ରଧାନ ଶିକ୍ଷୟିତ୍ରୀ ଡ୍ରେସ ବାଣ୍ଟୁଥିଲେ , ଛିଣ୍ଡି ପଡ଼ିଲା ପଙ୍ଖା

ଶ୍ରେଣୀ ଗୃହରେ ଡ୍ରେସ୍‌ ବାଣ୍ଟୁଥିଲେ ପ୍ରଧାନଶିକ୍ଷୟିତ୍ରୀ। ହଠାତ୍‌ ଛାତରୁ ଖସିପଡ଼ିଲା ପଙ୍ଖା। ଯାହାଫଳରେ ଆହତ ହୋଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ସୌଭାଗ୍ୟକୁ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ଏପରି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି। ଉମରକୋଟ ବ୍ଲକ୍‌ କରଣ୍ଡିଆଗୁଡା ଗାଁର ପ୍ରାଥମିକ…

Continue reading
‘ରାଜ୍ୟରେ କୌଣସି ସୂତାକଳ ନାହିଁ’

ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ସୂତାକଳ କାର୍ଯ୍ୟକ୍ଷମ ନାହିଁ । ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବୟନ ଶିଳ୍ପମନ୍ତ୍ରୀ । ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନର ଉତ୍ତର ଦେଇ ବୟନ ଶିଳ୍ପମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା…

Continue reading
‘ଓଡ଼ିଶାରେ ଚାହିଦା ଠାରୁ ଅଧିକ ପିଆଜ ଉପôାଦନ’

ଭୁବନେଶ୍ୱର: ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉପôାଦନ ହେଉଛି । ବୁଧବାର ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ…

Continue reading
୨ ବର୍ଷରେ ୫ ଲକ୍ଷ ଲୋକଙ୍କୁ କାମୁଡ଼ିଛି କୁକୁର

ଭୁବନେଶ୍ୱର: ରାଜ୍ୟରେ ଗତ ୨ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କୁକୁର କାମୁଡ଼ିଲାଣି । ଆଜି ବିଧାନସଭାରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଏବେ ବି ରାଜ୍ୟରେ ୧୭ ଲକ୍ଷ ବୁଲା କୁକୁର…

Continue reading
ବିଦୁ୍ୟତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି

ଭୁବନେଶ୍ୱର: ୪ଟି ବିଦୁ୍ୟତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଶ୍ରୀ ସିଂହଦେଓଙ୍କ ସୂଚନା ଅନୁଯାୟୀ ସେସୁ ବାକି ରଖି…

Continue reading
ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା:ରାଷ୍ଟ୍ରପତି

ଭୁବନେଶ୍ୱର: ପୁରୀ ସ୍ଥିତ ଆୟୁର୍ବେଦ କଲେଜ ହୀରକ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ଦେଶ ଓ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟରେ ସଂଯୋଗ ରକ୍ଷା…

Continue reading