ନୌସେନାରେ ସାମିଲ ହେଲା ୩ ଯୁଦ୍ଧତୋପ

ମୁମ୍ବାଇ: ବୁଧବାର ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ନୌସେନାକୁ ମିଳିଛି ୩ ଯୁଦ୍ଧଜାହଜ । ମୁମ୍ବାଇ ନାଭାଲ ଡକୟାର୍ଡରେ ବିଧ୍ବଂସକାରୀ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିରକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Continue reading
ବନକ ଲାଗି : ଆଜି ୫ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ମାଘ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି…

Continue reading
ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ଵର: ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଶୀତ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୭ ତାରିଖ ପରଠାରୁ ତାପମାତ୍ରା କମିବା ସହ ଶୀତ ବଢିବ। ସ୍ଵାଭାବିକ ଠାରୁ ତାପମାତ୍ରା…

Continue reading
୧୫୦ଫୁଟ ତଳକୁ ଜିପ ଖସି ଦୁଇ ପର୍ୟ୍ୟଟକ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ନିକଟରେ ୧୫୦ଫୁଟ ତଳକୁ ଜିପ ଖସି ଗୁରୁତର ଆହତ ହୋଇଛନ୍ତି ଦୁଇ ଜଣ ପର୍ୟ୍ୟଟକ। ଗୁରୁତର ଆହତ ପର୍ୟ୍ୟଟକ ଦ୍ୱୟ ହେଉଛନ୍ତି ପରଜିତ ଦାସ ଓ ସୁନେନ୍ଦୁ ସାହୁ। ଉଭୟ ବାଲେଶ୍ୱରର ବୋଲି ଜଣାପଡ଼ିଛି।…

Continue reading
ଇଣ୍ଡିଆ ମେଣ୍ଟକୁ ନେଇ ଏହା କହିଲେ ଶରଦ ପାୱାର

ନୂଆଦିଲ୍ଲୀ: କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଏଭଳି କହିଛନ୍ତି ବିରୋଧୀ ମେଣ୍ଟର ବରିଷ୍ଠ ସଦସ୍ୟ ଶରଦ ପାୱାର। ଲୋକସଭାରେ ବିଜେପିକୁ ମାତ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା…

Continue reading
କେଜ୍ରିୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଗୃହ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି। ଅର୍ଥ ହେରଫେର ସହ ଜଡ଼ିତ ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅନୁମତି ଦିଆଯାଇଛି। ଏହାପୂର୍ବରୁ…

Continue reading
ଏଚ୍‌ଏମ୍‌ପିଭି: ଆଜି ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ଵର : ଚିନ୍ତା ବଢାଉଛି ଏଚ୍‌ଏମ୍‌ପିଭି। ଦିନକୁ ଦିନ ଦେଶରେ ଏଚଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଲୋକସେବା ଭବନରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି…

Continue reading
ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିବା ଦୁର୍ଭାଗ୍ୟଜନକ : ଆଇନମନ୍ତ୍ରୀ

ଭୁବନେଶ୍ଵର: ୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ସୋମବାର ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି। ତେବେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି…

Continue reading
ମହାକୁମ୍ଭ : ଦ୍ବିତୀୟ ଦିନରେ ବୁଡ଼ ପକାଇଲେ ୫ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ : ପବିତ୍ର ମକର ସଂକ୍ରାନ୍ତିି ଅବସରରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦ୍ବିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପ୍ରଥମ ଶାହୀ ସ୍ନାନ (ଅମୃତ ସ୍ନାନ) ଅନୁଷ୍ଠିତ ହୋଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରାୟ ୫ କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ…

Continue reading
ଫାଶୀ ବଦଳରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

କଟକ: ଦଣ୍ଡ କୋହଳ କଲେ ହାଇକୋର୍ଟ । ଫାଶୀ ବଦଳରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏହାସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର…

Continue reading