ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ

ଚଣ୍ଡିଗଡ଼ : ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍‌ ସେଣ୍ଟର ଥିଲା।…

Continue reading
ପତ୍ନୀର ତଣ୍ଟିକାଟି ହତ୍ୟା କଲା ସ୍ବାମୀ

ପତ୍ନୀର ତଣ୍ଟିକାଟି ହତ୍ୟା କଲା ସ୍ବାମୀ । ବରଗଡ଼ ଜିଲ୍ଲା ପଦ୍ମପୁରର ଜେନକେଡା ଗାଁରେ ଥିବା କଲୋନୀ ପଡ଼ାରେ ରାମ ସାହୁ ତାଙ୍କ ପତ୍ନୀଙ୍କୁ ତଣ୍ଟିକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚନ୍ଦ୍ରକାନ୍ତି ସାହୁଙ୍କୁ ରାତିରେ ଧାରୁଆ ଅସ୍ତ୍ରରେ…

Continue reading
ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷ ମହିଳା ‘ସୁଭଦ୍ରା ଟଙ୍କା’ ପାଇବେ

ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି। ଯଦି ଏହା ନ ସରେ ତେବେ ଜାନୁଆରୀରେ…

Continue reading
କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”

ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ…

Continue reading
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ ବ୍ୟକ୍ତି

ମୃତ୍ୟୁର ଅତି ନିକଟରେ ଥାଇ ମଧ୍ୟ ଜଣେ ବ୍ୟକ୍ତି ବର୍ତ୍ତି ଯାଇଛନ୍ତି। ସତେ ଯେମିତି ତାଙ୍କୁ ମିଳିଛି ନୂଆ ଜୀବନ। ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍‌ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ…

Continue reading
ବିଲରେ ପାଚିଲା ଧାନ ଭିଜିଲା: ଅଦିନିଆ ବର୍ଷା ,ଚାଷୀଙ୍କ ସ୍ଥିତି ବେହାଲ

ଅଦିନିଆ ବର୍ଷା ଫଳରେ ବାଙ୍କୀର ପରିବା ଚାଷୀଙ୍କ ସ୍ଥିତି ବେହାଲ ହୋଇଯାଇଛି । ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ପାଣିରେ ଭାସୁଛି । ବାଙ୍କୀ ବ୍ଲକର ନୂଆଗାଁ, କମଳପୁର, ବରହମପୁରା, ବୈଦେଶ୍ଵର, ଆଦି ଅଞ୍ଚଳର ଶହ ଶହ ଚାଷୀ…

Continue reading
କାଲିଠୁ କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ଶନିବାର ସୂଚନା ଦେଇଛନ୍ତି। ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ…

Continue reading
ହଷ୍ଟେଲରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଜସ୍ଥାନର ଶିକ୍ଷାନଗରୀ ଭାବେ ପରିଚିତ କୋଟା ଏବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ଭାବେ ପରିଚିତ ହେଲାଣି। ସାରା ଦେଶରୁ ଏଠାକୁ ଆଇଆଇଟି, ଜେଇଇ, ନିଟ୍‌ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି। ହେଲେ ଅତ୍ୟଧିକ ମାନସିକ ଚାପ ହେଉ ବା ଅନ୍ୟ କୌଣସି…

Continue reading
ଶରୀର ପାଇଁ ଲାଭଦାୟକ ଭିଜା କିସମିସ!

କିସମିସ ଆମେ ସାଧାରଣତଃ ପାଟିର ସ୍ୱାଦ ପାଇଁ ଖାଇଦେଇଥାଉ । ଘରେ ଏମିତି ବସିଥିବାବେଳେ କି ଚଲାବୁଲା କରିବା ସମୟରେ ଯଦି ନଜରରେ କିସମିସ ପଡିଗଲା ଆମେ ତାକୁ ପାଟିରେ ପକାଇଦେଇଥାଉ । କାରଣ ପାଟିକୁ ଭାରି ଭଲ ଲାଗିଥାଏ କିସମିସ୍…

Continue reading
ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା। ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ। ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଏନେଇ ସୂଚନା…

Continue reading