ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଦେବଗଡ଼:ଘରେ ନ ପଶୁଣୁ ଚାଳ ବାଜିବା ଆରମ୍ଭ ହେଲାଣି। ଶିଳ୍ପ ବିହୀନ କୃଷି ପ୍ରଧାନ ଦେବଗଡ଼ ଜ଼ିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ହେବା ନିମନ୍ତେ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଫଳରେ ଦେବଗଡ଼ ଜ଼ିଲ୍ଲା…

Continue reading
ଭୁଲ ଇଞ୍ଜେକେସନ ଯୋଗୁଁ କିନ୍ନରର ମୃତ୍ୟୁ ଅଭିଯୋଗ !

ଦେବଗଡ଼:ଭୁଲ ଇଞ୍ଜେକେସନ ଯୋଗୁଁ ଜଣେ କିନ୍ନରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ କିନ୍ନର ହେଲେ ଦେବଗଡ ଥାନାର ବାସୁଦେବପୁର ଗ୍ରାମର ଲଗେନ ବାଘ(୨୨)।ତାଙ୍କର ମୃତ୍ୟ ପରେ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ପରିବାରକୁ ଉଚିତ କ୍ଷତିପୂରଣ ଓ ଅନ୍ୟ ଜିଲ୍ଲାରେ…

Continue reading
ବିଭିନ୍ନ ଦାବି ନେଇ ଜିଲ୍ଲା ଭୂମିହୀନ ସଂଗ୍ରାମୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଦେବଗଡ଼:ଜିଲ୍ଲା ଭୂମିହୀନ ସଂଗ୍ରାମୀ ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ପରିଷଦର ସଭାପତି କୁମାର ଯାତ୍ରାମା ମୁଣ୍ଡାଙ୍କ ନେତୃତ୍ବରେ ପରିଷଦର ବହୁ ସଦସ୍ୟ ଧାରଣାରେ ସାମିଲ ହୋଇ ନିଜର ମତ ରଖିଥିଲେ। ସୂଚନା ଅନୁଯାୟୀ,…

Continue reading
ସେବା ସଂକଳ୍ପରେ ସବୁଜ ସଂକଳ୍ପ, ବୃକ୍ଷରୋପଣରେ ପରିବେଶ ସୁରକ୍ଷା

ରାଇକିଆ: ସେବା ସଂକଳ୍ପ ଅଭିଯାନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ମେଡିକାଲ ରାସ୍ତାର ଉଭୟ ପାର୍ଶ୍ଵ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଞ୍ଚଳରେ ସବୁଜିମା ବୃଦ୍ଧି, ପରିବେଶର ସୁରକ୍ଷା ଓ ଜନସାଧାରଣଙ୍କ…

Continue reading
ବଙ୍ଗୋପସାଗରରେ ଅବପାତ; ଅଧିକାରୀଙ୍କ ଛୁଟି ବାତିଲ’- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ହୋଇଛି ।…

Continue reading
ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ । ମୃତକ ଜଣକ ହେଲେ ଡେଣ୍ଟିଷ୍ଟ ଡାକ୍ତର ଅମୃତ ଜେନା। କଳାରାହାଙ୍ଗ ଲେଭଲ୍ କ୍ରସିଂ ନିକଟରେ ହୋଇଛି ଅଘଟଣ।ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହୁଥିଲେ ଡାକ୍ତର ଅମୃତ ଜେନା । ଡାକ୍ତର…

Continue reading
କୋରାପୁଟରେ ପ୍ରବଳ ବର୍ଷା , ୨ ଦିନ ସ୍କୁଲ ବନ୍ଦ

କୋରାପୁଟ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାରେ ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ପୂର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…

Continue reading
ଦେବଗଡ ବିଧାନସଭା ମଣ୍ଡଳୀ, ଚୂଡାନ୍ତ ମତଦାତା ତାଲିକାରେ ୨,୩୬,୪୭୨ ଜଣ ଭୋଟର

ଦେବଗଡ଼:ଦେବଗଡ ବିଧାନସଭା ମଣ୍ଡଳୀର ସ୍ବତନ୍ତ୍ର ସଘନ ସଂଶୋଧନ ଚୂଡାନ୍ତ ମତଦାତା ତାଲିକା ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କ ସହ…

Continue reading
ରାଜସ୍ବ ମନ୍ତ୍ରୀଙ୍କ ଦେବଗଡ ଗସ୍ତ ଓ ସରକାରୀ ଯୋଜନାର ସମୀକ୍ଷା

ଦେବଗଡ଼:ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦେବଗଡ଼ ଗସ୍ତରେ ଆସି ସ୍ଥା‌ନୀୟ ସର୍କିଟ ହାଉସରେ ରାଜସ୍ବ ବିଭାଗ ଓ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଶ୍ରୀ ପୂଜାରୀ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ କାର୍ଯ୍ୟର ଅଗ୍ରଗତି…

Continue reading
ରିଆମାଳରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼:ରିଆମାଳ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇ ୧୯ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ…

Continue reading