ବଜ୍ରାଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ବରଗଡ: ସୋହେଲା ବ୍ଲକ ଅନ୍ତର୍ଗତ କୁସୁର୍ଡାରେ ବଜ୍ରାଘାତରେ ଦୁଇ ମହିଳା ମୃତ। ଗୁରୁବାର ଅପରାହ୍ନ 4ଟା ବେଳେ ସୋହେଲା ନିକଟସ୍ଥ ପାଣିମୋରା ପଞ୍ଚାୟତର କୁସୁର୍ଡା ଗ୍ରାମରେ ବଜ୍ରାଘାତରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକମାନେ ହେଲେ କଟାପାଲି…

Continue reading
କ୍ରସ୍‌ ଭୋଟିଂ ମାମଲା: ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ। ଦଳର ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ।ବାଚସ୍ପତିଙ୍କ ଏହି…

Continue reading
ଲୋକସେବା ଭବନ ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ

ଭୁବନେଶ୍ୱର: ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି,…

Continue reading
ଶ୍ରୀଲିଙ୍ଗରାଜଙ୍କ ନୀତିବନ୍ଦ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ନୂଆବର୍ଷ ଆରମ୍ଭରୁ ନୀତି ବିଭ୍ରାଟ। ସକାଳ ୬ରୁ ରାତି ୧୧ଟା ବଡ଼ସିଂହାର ଧୂପ ପର୍ଯ୍ୟନ୍ତ ଦିଅଁଙ୍କ ନୀତି ସ୍ବାଭାବିକ ହୋଇଥିଲା। ପଞ୍ଚବକ୍ରଦେବ ବିଜୁକୁ ନେଇ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗଙ୍କ ମଧ୍ୟରେ ଦିଅଁ ନେବାକୁ ନେଇ ଏଭଳି ବିଭ୍ରାଟ…

Continue reading
ବୈଦିକ ରୀତିନୀତିରେ ଉପନୟନ ସଂସ୍କାର, ସାଧୁସନ୍ଥଙ୍କ ଆଶୀର୍ବାଦ

ରାଇକିଆ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କୁଡୁତୁଲିଠାରେ ଅବସ୍ଥିତ ସ୍ବାମୀ ଓମାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ନବୀନ ବ୍ରହ୍ମଚାରୀଙ୍କ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିନୀତି ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ…

Continue reading
ସାଇବର କ୍ରାଇମ୍‌ ଓ ଫାଇନାନ୍ସିଆଲ ଲିଟ୍ରେସି ସଚେତନତା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍‌ ଓ ଫାଇନାନ୍ସିଆଲ ଲିଟ୍ରେସି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ଡିଜିଟାଲ କାରବାର ବୃଦ୍ଧି ପାଉଥିବାବେଳେ ସାଇବର…

Continue reading
ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ମଣ୍ଟୁ ଛୁରିଆଙ୍କ ଗୀତର ଯାଦୁରେ ମସଗୁଲ ଜନସାଧାରଣ

ଦେବଗଡ଼: ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜାର ଚତୁର୍ଥ ଦିନ ଗୁରୁବାର ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡିରେ ମଣ୍ଟୁ ଛୁରିଆଙ୍କ ଗୀତର ଯାଦୁ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲେ।ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ପ୍ରସନ୍ନ…

Continue reading
ଦେବଗଡ଼ରେ ଚାଞ୍ଚଲ୍ୟ, ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ହତ୍ୟା

ଦେବଗଡ଼ -ବିଳମ୍ବିତ ରାତିରେ ପ୍ରେମିକାର ଘର ବାରଣ୍ଡାରେ ପ୍ରେମିକକୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳିଦେଲେ ପ୍ରେମିକାଙ୍କ ପରିବାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ପ୍ରେମିକ ବାବରାକୋଟ ଗାଁର…

Continue reading
ସେବା ସଂକଳ୍ପ ଅଭିଯାନ ସଫଳ ନିମନ୍ତେ ସାମ୍ୱାଦିକ ସମ୍ମିଳନୀ

ଦେବଗଡ : ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ସେବା ସଂକଳ୍ପ ଅଭିଯାନର ସଫଳ ନିମନ୍ତେ ଏକ ସାମ୍ୱାଦିକ ସମ୍ମିଳନୀ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ୧୭…

Continue reading
ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ

ସେବା ସଂକଳ୍ପ ଅଭିଯାନ ୨୦୨୬ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ଅବସରରେ ପିଏମଶ୍ରୀ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ସୁଗୁଡା ପକ୍ଷରୁ ସ୍ଥାନୀୟ ରମ୍ଭାଦେବୀ ମନ୍ଦିର ପରିସରରେ ଆଶ୍ରିର୍ବାଦ ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପ୍ରଧାନ…

Continue reading