ପ୍ରକଳ୍ପରେ ବିଳମ୍ବ ନେଇ ସାଂସଦ ଓ ବିଧାୟକଙ୍କ ଚିଠି: ପୂର୍ତ୍ତମନ୍ତ୍ରୀଙ୍କ ବୈଠକ
ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ମନ୍ତ୍ରୀ ଡାକିଲେ ବଡ ବୈଠକ। ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ। ପୂର୍ବରୁ ଏ ନେଇ ଉଚ୍ଚସ୍ତରୀୟ କମିଟି ଗଠନ…
















