ସ୍ବଚ୍ଛ ସହରରେ ନବମ ସ୍ଥାନରେ ଭୁବନେଶ୍ବର, ଆସିକା-ଚିକିଟି ସବୁଠୁ ସଫାସୁତୁରା

ଭୁବନେଶ୍ବର: ସାରା ଭାରତରେ ପୁଣି ଚମକିଲା ଭୁବନେଶ୍ବର । ପ୍ରକାଶ ପାଇଛି ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ । ଜାତୀୟ ସ୍ତରରେ ନବମ ସ୍ଥାନ ହାସଲ କରିଛି ରାଜଧାନୀ ଭୁବନେଶ୍ବର । ପୂର୍ବ ବର୍ଷ ଭୁବନେଶ୍ବର ୩୪ତମ ସ୍ଥାନରେ ରହିଥିଲା । ସେହିପରି…

Continue reading
ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ: ମୁଖ୍ୟ ସଚିବ

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ମହିଳାଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି। ଏଣିକି ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି…

Continue reading
ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

Continue reading
ବରିଷ୍ଠ ନାଗରିକ ତୀର୍ଥ ଯୋଜନା: ସାମିଲ ହେବେ ୮ ହଜାର ଯାତ୍ରୀ

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଆରମ୍ଭ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ରାଜ୍ୟ ପର୍ୟ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଭାଗିତାରେ…

Continue reading
ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ

ଭୁବନେଶ୍ୱର: ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସବୁ ବିଭାଗର ପ୍ରମୁଖ ସଚିବ ଓ ACSଙ୍କୁ ଚିଠି…

Continue reading
ନିରନ୍ତର କର୍ତ୍ତବ୍ୟରତ ମୁଖ୍ୟମନ୍ତ୍ରୀ , ବିନା ଛୁଟିରେ ୧୩ମାସ

ଭୁବନେଶ୍ୱର : ଗତକାଲି ଥିଲା ରବିବାର। ସରକାରୀ ଛୁଟି ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରୁ ପୂର୍ବାହ୍ନରେ ଫେରିଲେ। ଫେରିବା ପରେ ପ୍ରଥମେ AIIMS ଯାଇ, ବାଲେଶ୍ୱର ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା…

Continue reading
ମହିଳା ଆଇଏଏସ୍‌ଙ୍କ ମହିଳା ଚାଳକ

ଭୁବନେଶ୍ବର : ରାଜ୍ୟରେ ସରକାରୀସ୍ତରରେ ଜଣେ ମହିଳା ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତି ପାଇଛନ୍ତି ମୟୂରଭଞ୍ଜର ସନ୍ଧ୍ୟାରାଣୀ ମାଝୀ। ସେ ବରିଷ୍ଠ ଆଇଏଏସ୍‌ ତଥା ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତ…

Continue reading
ଡ୍ରାଇଭର ମହାସଂଘ ସହ ଆଲୋଚନା ସଫଳ: ପରିବହନ ମନ୍ତ୍ରୀ

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଥିବାବେଳେ। ଆନ୍ଦୋଳନ ଯୋଗୁ ଠପ୍ ହୋଇପଡ଼ିଛି ଯାତ୍ରୀ ପରିବହନ। ଅବଶ୍ୟ ଶୁକ୍ରବାର ସନ୍ଧ୍ୟାରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। ତେବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…

Continue reading
କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ । ସମବାୟ ମାଧ୍ୟମରେ ଫସଲ ଋଣ…

Continue reading
ପୁରୀରେ ହେବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକରେ ଇଣ୍ଟରନେଟ ଓ ବ୍ୟାଙ୍କିଙ୍ଗ ସେବା ବଢାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।…

Continue reading