ସୁଜିତ ରାଉଳଙ୍କ ଜାମିନ ଆବେଦନ ଖାରଜ
କଟକ: ଚୌଦ୍ବାର ସର୍କଲ ଜେଲର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବଦେନ ଖାରଜ । କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସୁଜିତ କୁମାର ରାଉଳଙ୍କ ଜାମିନ ଆବଦେନ ଖାରଜ ହୋଇଛି ।…
କଟକ: ଚୌଦ୍ବାର ସର୍କଲ ଜେଲର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବଦେନ ଖାରଜ । କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସୁଜିତ କୁମାର ରାଉଳଙ୍କ ଜାମିନ ଆବଦେନ ଖାରଜ ହୋଇଛି ।…
ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଆର. ସନ୍ଥାନା ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । 2001 ବ୍ୟାଚର ଅଫିସର ଗତକାଲି ସନ୍ଧ୍ୟାରେ ହିଁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ପାଇଁ…
ସିଏଜି ରିପୋର୍ଟ ଏବଂ ଏମ୍ଏମ୍ଡିଆର୍ ସଂଶୋଧନ ଉପରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ…
ନିଅଣ୍ଟିଆ ଜିଲ୍ଲା ସଂଖ୍ୟା ‘ଶୂନ’ ସ୍ୱାଭାବିକଠୁ ଟପିଲା ଅତ୍ୟଧିକ ବର୍ଷା ଜିଲ୍ଲା ଭୁବନେଶ୍ୱର, ୩୦ ।୯ : ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସ୍ୱାଭାବିକ ଭାବେ ୧୧୫୦.୨ ମିମି ବର୍ଷା ହୋଇଥାଏ । ହେଲେ ଏଥର ୧୪୮୪.୩ ମିମି ବର୍ଷା…
ପାଟଣା: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଗୋବର୍ଦ୍ଧନ ମହାନ୍ତ। ସୂଚନା ଅନୁଯାୟୀ, ଗୋବର୍ଦ୍ଧନ ଗ୍ରାମ ନିକଟସ୍ଥ ପୋଖରୀକୁ ଶୌଚ…
ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ଟି ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ଓ ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ ଆଜି (ବୁଧବାର) ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯାଇଥିବା…
କଟକ: ପୁରୀ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ରେକର୍ଡ ଅଫ ରାଇଟ୍ସ (ଆରଓଆର) ସଂଶୋଧନ ପ୍ରକ୍ରିୟାରେ ଉପୁଜିଥିବା ଅନିୟମିତତା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଏପରି ଜମିର ଆରଓଆର ବିବାଦର ଫଇସଲା…
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ ବଢ଼ିଲା। କାରଣ ତାଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।ସେପ୍ଟେମ୍ବର ୯ ତାରିଖରେ ହାଇକୋର୍ଟ ବିଦ୍ୟାଭାରତୀ ପଣ୍ଡା…
କଟକ:ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖନନ ଚାଲିଥିବା ଓ ଏଥି ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଧନଜୀବନ ବିପଦରେ ପଡ଼ିଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଅଭିଯୋଗର ତଦନ୍ତ କରିବା ସହିତ ଏ…
ରାଇକିଆ: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯାଉଛି। ଏହି କ୍ରମରେ ରାଇକିଆ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ ଉତ୍ସବ…