୩ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଶ୍ରୀନଗର ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଯବାନଙ୍କ ଗୁଳିରେ ଟଳି ପଡିଛନ୍ତି ୩ ଆତଙ୍କୀ। ମିଳିଥିବା ସୂଚନା ଅନୁସାରେ ଜମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି…

Continue reading
କନକ ବର୍ଦ୍ଧନ ସିଂହଦେଓଙ୍କୁ ଦୁଇ ହଜାର ଟଙ୍କା ଜୋରିମାନା

କଟକ : ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜବାବ ଦାଖଲ ତାରିଖ ଗଡ଼ାଇବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ…

Continue reading
ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଗ୍ୟାସ ଦୋକାନରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଅଟଳା ଅଞ୍ଚଳରେ ଘଟିଥିବା ଶୁକ୍ରବାର ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟଳା ଅଞ୍ଚଳରେ ଥିବା ଗ୍ୟାସ୍‌…

Continue reading
ଆଜି ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦

ପୁଣେ : ଆଜି ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଇଂଲଣ୍ଡର ପେସ୍‌ ଓ ଭାରତର ସ୍ପିନ୍‌ ବୋଲିଂ ମଧ୍ୟରେ ମୁକାବିଲା ହେବ। ୨-୧ରେ ଆଗୁଆ ଥିବା ଭାରତ ପାଖରେ ଶୃଙ୍ଖଳା ଜିତିବାର ଆଉ…

Continue reading
ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହୁ:ମୋଦୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣା ସହ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର…

Continue reading
ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଣାଇ: ସୁନ୍ଦରଗଡ଼ ବଣାଇର ଆଇଟିଡିଏରେ ଥିବା ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ୱଦର୍ଶୀ ସାହୁଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ । ଓଡ଼ିଶାର ୭ଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ଜଜ୍‌ଙ୍କ ଅନୁମତିରେ ଏହି ଚଢ଼ାଉ କରାଯାଇଥିଲା…

Continue reading
ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ

ୱାସିଂଟନ: ଆମେରିକା ୱାସିଂଟନ ଡିସିରେ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ କମର୍ସିଆଲ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର। ଧକ୍କା ଦେବା ପରେ ଉଭୟ ହେଲିକପ୍ଟର ଓ ବିମାନ ଦୁର୍ଘଟଣାଗସ୍ତ ହୋଇ ପୋଟୋମାକ୍‌ ନଦୀକୁ ଖସି ପଡିଛି। ଆମେରିକାର ରୋନାଲ୍ଡ…

Continue reading
ଶିଶୁ କନ୍ୟାକୁ ଦଳି ଦେଲା ଦନ୍ତା

ଢେଙ୍କାନାଳ : ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା। ଘରେ ପଶି ୬ ବର୍ଷର ଶିଶୁ କନ୍ୟାକୁ ଦନ୍ତା ହାତୀ ଦଳି ଦେବାରୁ ଗୁରୁବାର ତା’ର ମୃତ୍ୟୁ ଘଟିଛି। ମୋଟଙ୍ଗ ଥାନା ହାଣ୍ଡିଫୁଟା ଗାଁରେ ହାତୀର ଉପଦ୍ରବ ଦେଖାଯାଇଛି। ହାତୀ…

Continue reading
ରାଜଧାନୀରେ ମୟୂରଭଞ୍ଜ ଉତ୍ସବ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ପର୍ୟ୍ୟନ୍ତ ୩ଦିନ ବ୍ୟାପୀ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପଠାରେ ମୟୂରଭଞ୍ଜ ଉତ୍ସବ ଅନୁଷ୍ଠିତ ହେବ । ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁଲ୍ୟରେ ମହାସମାରୋହରେ ଏହି ଉତ୍ସବ ଆୟୋଜିତ ହେଉଥିବା ନେଇ ବୁଧବାର ସଂସଦ…

Continue reading
ଆଜିଠୁ ବଢିବ ତାତି

ଭୁବନେଶ୍ୱର : ମାଘ ନ ସରୁଣୁ ହିଁ ଶୀତ ଉଭାନ ହେବାକୁ ବସିଲାଣି। ଜାନୁଆରୀ ଶେଷ ନହେଉଣୁ ପାରଦ ବଢ଼ିବା ସହିତ ଖରା ଟାଣ ହେଲାଣି। ଆଜିଠୁ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ଏବଂ…

Continue reading