ଓସ୍କାର ଦୌଡ଼ରେ ‘ଅନୁଜା’

ନୂଆଦିଲ୍ଲୀ: ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ସାମିଲ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ‘ଅନୁଜା’ ଚଳଚ୍ଚିତ୍ର ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ହେଉଛି ‘ଅନୁଜା’, ଯାହା ୯…

Continue reading
ନବ ଦାସ ହତ୍ୟାକାଣ୍ଡ:ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ମାସେ ହେଲାଣି ନବଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି…

Continue reading
ନାଲି ଆଖି ଦେଖାଇଲେ ଚଳିବନି: ପ୍ରମିଳା

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀଙ୍କ ତାଗିଦକୁ ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ବିରୋଧ କରିଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବାଚସ୍ପତି ଏବେ ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚପାଇବାକୁ ଉଦ୍ୟମ କରୁଛନ୍ତି । ନାଲି ଆଖି ଦେଖାଇଲେ ଚଳିବନି,…

Continue reading
ସମ୍ପ୍ରସାରିତ ହେବ ଭୁବନେଶ୍ୱର: ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଗୋକୁଳାନନ୍ଦ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ…

Continue reading
ହଠାତ୍‌ ପାରଦ ଉପରମୁହାଁ

ଭୁବନେଶ୍ୱର: ଜାନୁଆରୀ ନ ସରୁଣୁ ହଠାତ୍‌ ପାରଦ ଉପରମୁହାଁ ହୋଇଛି। ଶୀତ ଗାଏବ୍‌ ହୋଇଯାଇଥିବାବେଳେ ରାତିରେ କୁହୁଡ଼ି ଓ ଦିନରେ ଖରା ଡରାଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ରହିଛି।…

Continue reading
ଶିମିଳିପାଳ ବୁଲିବା ପାଇଁ ଏଣିକି ଅନଲାଇନ ଟିକେଟ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନଙ୍କ ପାଇଁ ଫେବ୍ରୁଆରୀ ପହିଲା ଠାରୁ ନୂଆ ନିୟମ। ଯେଉଁ ପର୍ୟ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ। ସେମାନଙ୍କୁ ମିଳିଥିବା…

Continue reading
ସାଇଲେନସର୍ ପରେ ଏବେ ହର୍ଣ୍ଣର ପାଳି: ବସ ହର୍ଣ୍ଣ କାଢ଼ିଲା ପୋଲିସ

ଭୁବନେଶ୍ୱର: ବସରେ ବିକଟାଳ ହର୍ଣ୍ଣ ଲଗାଉଥିଲେ ସାବଧାନ। ଗାଡ଼ିରୁ ହର୍ନ କାଢ଼ିବା ସହ ଫାଇନ କାଟୁଛି ଟ୍ରାଫିକ ପୋଲିସ। ଆରଟିଓ ସହଯୋଗରେ ଚେକିଂ ଚଳାଇଛି ଟ୍ରାଫିକ ପୋଲିସ। ଭୁବନେଶ୍ଵରର ବାଣୀ ବିହାର ଛକରେ ଚାଲିଛି ଆଜି ଚେକିଂ ଚାଲିଛି। ଟ୍ରାଫିକ ନିୟମ…

Continue reading
ମାଓବାଦୀଙ୍କ ଅସ୍ତ୍ର କାରଖାନା ଠାବ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କରିବା କାରଖାନା ଠାବ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ…

Continue reading
ବିରୋଧୀ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବନି:ବାଚସ୍ପତି

ଭୁବନେଶ୍ୱର: ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି । ବାଚସ୍ପତି କହିଛନ୍ତି ଯେ ବିଧାନସଭା ଅଧିବେଶନବେଳେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶୃଙ୍ଖଳିତ…

Continue reading
ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ । ସାରା ଦେଶ ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଏବଂ ଆଜାଦ୍ ହିନ୍ଦ୍ ଗଠନ ଦିବସକୁ ‘ଜାତୀୟ ଦିବସ’…

Continue reading