୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ ବୋଲି ସୂଚନା ମିଳିଛି ।…

Continue reading
ନୃଶଂସ ପୁଅ: ମା’ ବେକକୁ କାଟିଲା

ବାରିପଦା: ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା…

Continue reading
୧୫୭ ସୁଭଦ୍ରା ଆବେଦନକାରୀ ହେଉଛନ୍ତି ବିଜେପି କର୍ମୀ: ପ୍ରମିଳା

ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା । ହେଲେ ଏହି ମହିଳାକୈନ୍ଦ୍ରିକ ଯୋଜନାରେ ଟଙ୍କା ପାଇବାକୁ ପୁରୁଷମାନେ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି । ଯାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ରାଜନୀତି…

Continue reading
ଏନକାଉଣ୍ଟର: ନିହତ ମାଓବାଦୀଙ୍କ ମଧ୍ୟରୁ କଟକରୁ ଜଣେ

ଭୁବନେଶ୍ୱର: ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟରେ ନିହତ ହୋଇଥିବା ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି। ତେବେ…

Continue reading
ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ,ଦିନ ବେଳାର ତାତି ବି ଉପରମୁହାଁ

ଭୁବନେଶ୍ୱର: ରାଜ୍ୟରେ ଶୀତ ଆହୁରି କମିପାରେ । ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ…

Continue reading
ଆଜି ବସିବ ପ୍ରାକ୍ ବଜେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ବସିବ ପ୍ରାକ୍ ବଜେଟ୍ ବୈଠକ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନ ହଲରେ ବସିବ ବୈଠକ। ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ହେବ ବିଚାର ବିମର୍ଶ…

Continue reading
ବାରବାଟୀ ଲଢ଼େଇ, ୨୮ ଓ ୨୯ ରେ ବିକ୍ରି କରାଯିବ ଟିକେଟ୍

କଟକ: ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଟିକେଟ୍ ବୁକିଂ ନେଇ ତାରିଖ ଘୋଷଣା କରିଛି ଓସିଏ।…

Continue reading
ଏସ୍‌ବିଆଇ ଏଟିଏମ୍‌କୁ ତାଡ଼ି ଲୁଟ୍‌

ଭୁବନେଶ୍ୱର: ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ପାଖ ତିନି ଛକ ନିକଟରେ ଏସ୍‌ବିଆଇ ଏଟିଏମ୍‌କୁ ତାଡ଼ି ଲୁଟ୍‌ କଲେ ଲୁଟ୍‌ । ଘଟଣାସ୍ଥଳରେ ସିସିଟିଭିକୁ ଆଧାର କରି ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି…

Continue reading
ହଂସିକାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ

ଭୁବନେଶ୍ୱର: ଅନିଲ- ହଂସିକା ଗିରଫ ମାମଲାରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ହଂସିକାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ । ଶୁକ୍ରବାର ଜେଏମ୍‌ଏଫ୍‌ସି କୋର୍ଟରେ ଏନେଇ ଆବେଦନ କରାଯିବ ବୋଲି ସୂଚନା ମିଳିଛି…

Continue reading
ଉତ୍ତରକାଶୀରେ ଦୁଇ-ଦୁଇ ଥର ଭୂକମ୍ପ

ଉତ୍ତରକାଶୀ: ଉତ୍ତରକାଶୀ ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ଦୁଇଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ତହସିଲରୁ କ୍ଷୟକ୍ଷତି ନେଇ ସୂଚନା ସଂଗ୍ରହ କରାଯାଉଛି। କୁହାଯାଉଛି ଯେ,…

Continue reading