ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଓ ପୁଅ ବିଶାଳ। ପୁଲିସ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା ବୋଲି ଦୀପାଳି ଅଭିଯୋଗ…

Continue reading
ମାଓ ଡମ୍ପ ଠାବ: ୧୪ଭାର୍ମର ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସିମାନ୍ତ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷା କର୍ମିଙ୍କୁ ମିଳିଲା ବଡ ସଫଳ । କୁମ୍ବିଂ ଅପରେସନ ବେଳେ ଜଙ୍ଗଲ ଜଙ୍ଗଲ ଭିତରୁ ଯବାନ ମାନେ ଠାବ କଲେ ବଡ ଧରଣର ମାଓ ଡମ୍ପ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ…

Continue reading
ଫେବ୍ରୁଆରୀ ୨୩ରେ ଓସିଏର ନୂଆ ସଭାପତି ଚୟନ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ସଭାପତି ପଦରୁ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ଇସ୍ତଫା ପରେ ଏବେ ସଂଘର ସ୍ଥାୟୀ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓସିଏର ପରବର୍ତ୍ତୀ ନିର୍ବାଚନକୁ ପ୍ରାୟ ୮ମାସ ବାକି…

Continue reading
ଓଏଏସ୍‌, ଓଆରଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ୩୨ ଜଣ ଅଧିକାରୀ ବଦଳିଛନ୍ତି । ଏଥିରେ୧୩ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ୍‌) ଥିବାବେଳେ ୧୭ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍‌) ଅଧିକାରୀ ଓ ଦୁଇ ଜଣ ଓଡ଼ିଶା ମ୍ୟୁନିସିପାଲ ସେବା…

Continue reading
ବିଜେପିର କିଏ ହେବ ରାଜ୍ୟ ମୁଖିଆ?

ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର । ନୂଆବର୍ଷରେ ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଶେଷ ହେବାକୁ ଯାଉଛି । ଦଳର ପରବର୍ତ୍ତୀ ରାଜ୍ୟ ସଭାପତି କିଏ? ବିଜେପି ଦଳ ସହ ରାଜ୍ୟ ରାଜନୀତି ପାଇଁ ଏହା ଏବେ ବଡ଼ ପ୍ରଶ୍ନ…

Continue reading
ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ:ଜୟଦେବ ଜେନା

ଭୁବନେଶ୍ବର: ପିସିସି ସଭାପତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ପିସିସି ସଭାପତି ନାଁ ସ୍ଥିର ହୋଇଛି। ଏଆଇସିସି କାର୍ୟ୍ୟାଳୟ ଉଦଘାଟନ ହୋଇଛି । ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ। ଓଡ଼ିଶାର ପିସିସି ସଭାପତି କିଏ…

Continue reading
ପୋଖରୀକୁ ଓଲଟିଲା କାର, ୨ ମୃତ

ନିମାପଡ଼ା: ପୁରୀ ଜିଲ୍ଲା କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ନିକଟରେ ଏକ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।…

Continue reading
‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ୟ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ…

Continue reading
ଏମ୍‌ଏସ୍‌ପି ବାବଦକୁ ୫୮୬୨ କୋଟି ପାଇଲେଣି ଚାଷୀ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି। ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ୍‌ ନ ପଡ଼ନ୍ତି, ଏଥିଲାଗି ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ରାଜ୍ୟ…

Continue reading
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ରାଜ୍ୟରେ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼…

Continue reading