ପଞ୍ଚାୟତ ନିର୍ବାଚନରେ ବିଜେପି ଯଶସ୍ବୀ ହେବ: ମନମୋହନ
ଭୁବନେଶ୍ୱର:ବିଜେପିକୁ ନେଇ ଲୋକଙ୍କ ବିଶ୍ୱାସ ଭରଷା ବଢ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଯଶସ୍ବୀ ହେବ ବୋଲି ବିଜେପି ସଭାପତି ମନମୋହନ ସାମଲ ନୂଆବର୍ଷରେ କହଛନ୍ତି। ଓଡ଼ିଶାରେ ବିଜେପି ଅଦ୍ବିତୀୟ ସଂଗଠନ ହୋଇ ଛିଡ଼ା ହେବ। ଆଗକୁ ଆହୁରି ଶକ୍ତିଶାଳୀ ହେବ…














