କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଖୁରୁଡ଼ ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ତଦନୁଯାୟୀ ୨୦୨୫ ଋତୁ ପାଇଁ ଉପଯୁକ୍ତ ହାରାହାରି ମାନର ମିଲିଂ କୋପ୍ରାର ଏମଏସପି…

Continue reading
ନେପାଳରେ ଭୂମିକମ୍ପ ଝଟକା

କାଠମାଣ୍ଡୁ : ନେପାଳରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ୪ଟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ…

Continue reading
୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି

ଭୁବନେଶ୍ବର: ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରେସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର‌୍ୟ୍ୟନ୍ତ ୪ମାସ ମଧ୍ୟରେ ୧,୭୭,୦୬୮ଜଣ…

Continue reading
ଲାଗି ରହିଛି ତୁହାକୁ ତୁହା ବର୍ଷା ସହ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା ସହ କୋହଲା ପାଗ। ଅଧିକାଂଶ ଜିଲା ଓ ଟ୍ୱିନ୍‌ ସିଟିରେ ଶୁକ୍ରବାର ସକାଳୁ ବର୍ଷା ଲାଗି ରହିଥିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଦକ୍ଷିଣ ବଙ୍ଗୋପସାଗରରେ…

Continue reading
କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ କୁଏଦ ଗସ୍ତରେ ଯାଇଛନ୍ତି। ବିଗତ ୪୩ ବର୍ଷ ମଧ୍ୟରେ ଗଲ୍‌ଫ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ୧୯୮୧ରେ ଶେଷ ଥର ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ…

Continue reading
ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

ଭୁବନେଶ୍ୱର: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା। ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ। ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଏନେଇ…

Continue reading
ଜୋର ଧରିଲା ବ୍ୟାଗ୍ ରାଜନୀତି; ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍ ଉପହାର

ସଂସଦରେ ବ୍ୟାଗ୍ ରାଜନୀତି ଜୋରଧରିଛି । ୱାୟନାଡ କଂଗ୍ରେସ ସାଂସଦଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ୍ ଉପହାର ଦେଇଛନ୍ତି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ମନେ ପକାଇ ଦେଇଛି। ତେବେ ନିକଟରେ ପ୍ରିୟଙ୍କା…

Continue reading
ଓଡ଼ିଶାରେ ପୁଣି ବଢ଼ିପାରେ ବିଜୁଳି ବିଲ୍‌

୨୦୨୫-୨୬ ବର୍ଷରେ ବଢିବ ବିଦ୍ୟୁତ୍ ବିଲ୍‌। ପଇସା କି ଦୁଇ ପଇସା ନୁହେଁ, ଏକା ଥରକେ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାକୁ ବୃଦ୍ଧି ଲାଗି ଚାଲିଛି ଯୋଜନା। ଏକଥା ଆମେ କହୁନାହୁଁ, ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିକଟରେ…

Continue reading
ବିକଶିତ ହୋଇ ହସିବ ବଣ୍ଡାଘାଟି; ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ…

Continue reading
ରାଜସ୍ଥାନ ଗ୍ୟାସ ଟ୍ୟାଙ୍କର ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଜସ୍ଥାନ : ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଗ୍ୟାସ ଟ୍ୟାଙ୍କର ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଆଜମେର ରାଜପଥର ରିଙ୍ଗରୋଡ୍ ନିକଟରେ ଏକ ଗ୍ୟାସ୍ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

Continue reading