ଲିଜ୍ ନେଇ ଜମି ବ୍ୟବହାର କରିନଥିଲେ ଆବଣ୍ଟନ ବାତିଲ କରିବେ ସରକାର
ଭୁବନେଶ୍ୱର: ସରକାରୀ ଜମିକୁ ଲିଜ ସୂତ୍ରରେ ନେଇ ଏହାକୁ ବ୍ୟବହାର କରିନଥିଲେ ଛାଟ ବାଜିବ । ସରକାର ଏହି ଜମି ଆବଣ୍ଟନକୁ ବାତିଲ କରିବେ । ଏ ନେଇ ଲିଜ୍ ଜମିର ତର୍ଜମା କରି ଆଇନଗତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ…
ଭୁବନେଶ୍ୱର: ସରକାରୀ ଜମିକୁ ଲିଜ ସୂତ୍ରରେ ନେଇ ଏହାକୁ ବ୍ୟବହାର କରିନଥିଲେ ଛାଟ ବାଜିବ । ସରକାର ଏହି ଜମି ଆବଣ୍ଟନକୁ ବାତିଲ କରିବେ । ଏ ନେଇ ଲିଜ୍ ଜମିର ତର୍ଜମା କରି ଆଇନଗତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ…
ଭୁବନେଶ୍ଵର : ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଓଡ଼ିଶା ସରକାରଙ୍କୁ କୈଫତ୍ ମାଗିଲା ପିଏମଓ । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଜବାବ ଲୋଡ଼ିଛି । PMOର ନିର୍ଦ୍ଦେଶ କ୍ରମେ, ଶିକ୍ଷା…
ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ ନେଇ ବାରମ୍ବାର ଘଟୁଥିବା ଦୁଷ୍କର୍ମ ମାମଲାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ପୁଲିସ ଏବଂ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଘଟଣାଗୁଡ଼ିକ ସାଧାରଣ ନାଗରିକଙ୍କ ସୁରକ୍ଷା…
ଗୁମାମାହା: ରାଇକିଆ ବ୍ଲକ ଅନ୍ତର୍ଗତ ଗୁମାମାହା ଗ୍ରାମ ପଞ୍ଚାୟତରେ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ମୋଟ ୧୫ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୧୦ଟି ବ୍ୟକ୍ତିଗତ ଏବଂ ୫ଟି ସାମୂହିକ…
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ଗଣେଶ ପୂଜା କମିଟିର ୨୦୨୬ ବର୍ଷର ଅନ୍ତିମ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚଳିତ ବର୍ଷର ପୂଜା ଆୟୋଜନ ସମ୍ପର୍କରେ ସମୀକ୍ଷା କରାଯିବା ସହ ପୁରାତନ କମିଟିକୁ ଭଙ୍ଗ…
ଦେବଗଡ଼:ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ଜିଲ୍ଲା କଂଗ୍ରେସ।ଏନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ…
ଦେବଗଡ଼:ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ତିଲେଇବଣି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ,ରିମାଣ୍ଡ ଆଡ଼ଭୋକେଟ ଜୟନ୍ତ କିଶୋର ମହାନ୍ତି,ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ…
ଦେବଗଡ଼: ଜାତୀୟ ରାଜପଥର ଅଧିକାର ସୀମା ମଧ୍ୟରେ ଥିବା ଅନଧିକୃତ ଦଖଲ ହଟାଇବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ଏବଂ ଏନଏଚଆଇ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୪୯ନମ୍ବର ଜାତୀୟ ରାଜପଥରେ ଏନଏଚଆଇ ଜମି ମଧ୍ୟରେ ଥିବା ଅନଧିକୃତ ଦୋକାନ,ଅସ୍ଥାୟୀ ଓ…
ଦେବଗଡ଼:ତିଲେଇବଣି ବ୍ଲକର ପାଳକୁଦର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇ ୫୫ ଟି ଅଭିଯୋଗ ଗ୍ରହଣ କରିବା ସହ…
ଦେବଗଡ଼:ୟୁନିଭର୍ସାଲ ପ୍ରାଉଟିଷ୍ଟ ଷ୍ଟୁଡେଣ୍ଟସ୍ ଫେଡେରେସନ (ୟୁ ପି ଏସ ଏଫ) ଓ ପ୍ରାଉଟିଷ୍ଟ ୟୁନିଭର୍ସାଲ ପକ୍ଷରୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା ଏବଂ ରାଜ୍ୟର ଖଣିଜ ସମ୍ପଦ ଉପରେ ସ୍ଥାନୀୟ ଜନସାଧାରଣଙ୍କ ପୂର୍ଣ୍ଣ ଅଧିକାର ସମ୍ପର୍କରେ ଦାବି କରିଛି।ଏହାସହିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ…