୩୧ ଯାଏ ବଢ଼ିଲା ଇ-କେୱାଇସି ଅବଧି

ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍‌ କରିବାର ଅବଧି ଜାନୁଆରୀ ୩୧ ଯାଏ ବଢ଼ିଲା । ଏ ନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗର ଅତିରିକ୍ତ ସଚିବ । ଏ ପର୍ୟ୍ୟନ୍ତ ପ୍ରାୟ ୫୦…

Continue reading
ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ବିକ୍ଷୋଭ

ଭୁବନେଶ୍ଵର : ଦରବୃଦ୍ଧି ପ୍ରତିବାଦରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି ବିଜେଡି ଲୋୟର ପିଏମଜିଠାରେ ବିଶାଳ ଗଣ ବିକ୍ଷୋଭ କରିବ। ଏଥିରେ ରାଜ୍ୟର ହଜାର ହଜାର ଜନତା ସାମିଲ ହେବେ । ବିଜେପି ଦେଇଥିବା ମିଛ ପ୍ରତିଶ୍ରୁତି ଓ…

Continue reading
ଆଖି ବୁଜିଲେ ଆଉ ଜଣେ ଚାଷୀ

କଟକ : ଉଜୁଡା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ। କଟକ ଜିଲ୍ଲା ନିଆଳୀ ବାରଙ୍ଗ ବ୍ଲକ ସୁମାନଡୀ ଗାଁରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ଅଭିଯୋଗ ହୋଇଛି । ମୃତକ ଇନ୍ଦ୍ରଜିତ୍ ଛାଟୋଇ ବୋଲି ଜଣାପଡିଛି। ରବିବାର ଇନ୍ଦ୍ରଜିତ୍…

Continue reading
ପ୍ରବାସୀ ଭାରତୀୟ ଦିବସ: ପଞ୍ଜୀକରଣ କଲେଣି ସାଢ଼େ ୩ହଜାର

ଭୁବନେଶ୍ବର : ଆସନ୍ତା ୮ତାରିଖରୁ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜନତା ମଇଦାନରେ ଚାଲିଥିବା ପ୍ରସ୍ତୁତିକୁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସମୀକ୍ଷା କରିଛନ୍ତି। ପ୍ରବାସୀ ଭାରତୀୟ…

Continue reading
ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲ ସମୟ

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ। ସାମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ପର୍ୟ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୧୩…

Continue reading
ସାମ୍ବାଦିକଙ୍କୁ ବିଭତ୍ସ ହତ୍ୟା

ନୂଆଦିଲ୍ଲୀ: କ୍ରୁରତାର ସବୁ ସୀମା ଟପିଥିଲା। ମୁଣ୍ଡରେ ଲାଗିଥିବା ୧୫ ଆଘାତ ଚିହ୍ନ। ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା। କେବଳ ସେତିକି ନୁହେଁ ବେକ ହାଡ଼ ବି ଭାଙ୍ଗି ଚୁରମାର ହୋଇଥିଲା। ଛତିଶଗଡ଼ର ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ…

Continue reading
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ

ଭୁବନେଶ୍ୱର: ଆରମ୍ଭ ହୋଇଛି ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀଙ୍କୁ…

Continue reading
ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ

ରାୟଗଡ଼ା: ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର…

Continue reading
ପାଣିକୋଇଲି ଗୁଳିକାଣ୍ଡ:୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଶନିବାର ଦିନ ଅପହରାହ୍‌ଣରେ ଘଟିଥିବା ଗୁଳିକାଣ୍ଡ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଏହି ଘଟଣା ନେଇ ସେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୨…

Continue reading
ବିଜେଡିର କିଛି ମୂଷା ଅନ୍ୟ କିଆରିକୁ ପଳାଇଲେଣି : ସମ୍ବିତ

ଭୁବନେଶ୍ୱର: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ବିଜେଡିରେ ମୂଷା ଉପାଖ୍ୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିର କିଛି ମୂଷା ଅନ୍ୟ କିଆରିକୁ ପଳାଇଲେଣି। ସମ୍ପୂର୍ଣ୍ଣ ମୂଷା ବଂଶକୁ ନିପାତ କରି ହେବନି, ଏହାର…

Continue reading