ଏନକାଉଣ୍ଟରରେ ୩ ନକ୍ସଲ ନିହତ

ଛତିଶଗଡ଼: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲାରେ ସୋରନାମାଲ୍ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ସୋରନାମାଲ୍ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ମିଳିଥିଲା। ଏହା ପରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା।…

Continue reading
ଲାଲୁଙ୍କ ଅଫର୍‌କୁ ପ୍ରତ୍ୟାଖାନ କଲେ ନୀତିଶ କୁମାର

ପାଟ୍‌ନା : ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ କୁଆଡ଼େ ନୀତିଶଙ୍କୁ ବଡ଼ ଅଫର…

Continue reading
ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଅଦିନିଆ ବର୍ଷା ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ । ଫଳରେ ପ୍ରାକୃତିକ ବିପର୍ଯ୍ୟୟବେଳେ ହେଉଥିବା କ୍ଷୟକ୍ଷତି ପାଇଁ…

Continue reading
ଅପରେସନପରେ ଅପରେସନ କିନ୍ତୁ ପେସେଣ୍ଟ ଡେଡ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାର ଚାଷ ଓ ଚାଷୀଙ୍କୁ ଠକିଛନ୍ତି । ସେତେବେଳେ କାମ କଲେନି, କେବଳ ପ୍ରଚାର କଲେ । ପୂର୍ବ ସରକାର ଆଳୁ ମିଶନ ନାମରେ ଚାଷୀମାନଙ୍କୁ ଠକିଛନ୍ତି । ମିଶନ ପରେ ମିଶନ କଲେ କିନ୍ତୁ କିଛି ଲାଭ…

Continue reading
ଟ୍ରେନରେ କଟି ୩ ନାବାଳକ ମୃତ

ନୂଆଦିଲ୍ଲୀ: ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ଟ୍ରେନ୍‌ରେ କଟି ଚାଲିଗଲା ୩ ନାବାଳକଙ୍କ ଜୀବନ । ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି…

Continue reading
ଦରଦାମ୍ ବୃଦ୍ଧି, ୬ରେ ଆନ୍ଦୋଳନ କରିବ ବିଜେଡ଼ି

ଭୁବନେଶ୍ବର: ଦରଦାମ୍ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡି ଆନ୍ଦୋଳନ କରିବ। ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ଅହେତୁକ ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି। ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମିଥିଲେ ମଧ୍ୟ ତଳ ସ୍ତରରେ ତୈଳ ଦର…

Continue reading
ବିଜ୍ଞପ୍ତି ଜାରି, ନିଯୁକ୍ତ ହେବେ ୪୯୬ ଟିଜିଟି ଓଡ଼ିଆ ଶିକ୍ଷକ

ଭୁବନେଶ୍ବର: ହାଇସ୍କୁଲରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ । ଜାରି ହୋଇଥିବା ବିଜ୍ଞପ୍ତିରେ ୧୯୮୪ଟି କଳା ଶିକ୍ଷକ ପଦବିରୁ କେବଳ ୨୫ ପ୍ରତିଶତ ପଦବି ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ରଖାଯାଇଛି । ଅର୍ଥାତ୍‌ ରାଜ୍ୟରେ ୪୯୬ ଜଣ ଟିଜିଟି…

Continue reading
ସାରା ରାଜ୍ୟରେ ବଢ଼ିଛି ଥଣ୍ଡା

ଭୁବନେଶ୍ୱର : ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ୟ ଜାଡରେ ଥରୁଛି ଓଡିଶା । ରାତି ତାପମାତ୍ରା ସବୁଠି କମିଛି ।ପୂର୍ବ ରାତି ତୁଳନାରେ ୧ ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି । ରାଉରକେଲା ପାଲଟିଛି ସବୁଠୁ…

Continue reading
ଭଉଣୀ-ଭାଇଙ୍କୁ ଗୁଳିମାଡ଼

ବଇଣ୍ଡା: ଅନୁଗୁଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ଏହି ଗୁଳିମାଡ଼ରେ ୧୫ ବର୍ଷୀୟ ଭଉଣୀ ଏବଂ ୧୧ ବର୍ଷୀୟ ଭାଇ…

Continue reading
ଆଜି କ୍ୟାବିନେଟ ବୈଠକ

ଭୁବନେଶ୍ୱର: ମୋହନ ସରକାର ୨୦୨୫ ବର୍ଷର ପ୍ରଥମ କ୍ୟାବିନେଟ ବୈଠକ ଡାକିଛନ୍ତି ଶୁକ୍ରବାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ । ବୈଠକରେ ରାଜ୍ୟ ସରକାର କିଛି…

Continue reading