ବକ୍ସ ଅଫିସରେ ଧମାଲ କରୁଛି ‘କୁଲି’, ୭୪ବର୍ଷ ବୟସରେ ବି ରଜନୀକାନ୍ତଙ୍କ ଦମଦାର ଆକ୍ସନ୍

ଭୁବନେଶ୍ବର,19।08: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି…

Continue reading
ଡାକ୍ତର ହେବେ ଆଦିମ ଜନଜାତି ସଂପ୍ରଦାୟର ପ୍ରଥମ ଝିଅ

ମାଲକାନାଗିରି: ବଣ ପାହାଡ ଘେରା ଅଂଚଳ । ଯୁଆଡେ ବି ଆଖି ବୁଲାଇଲେ ଖାଲି ପାହାଡ ଆଉ ପାହାଡ । ସବୁଜିମାରେ ପରିପୂର୍ଣ୍ଣ ପରିବେଶ । ଆଉ ପାହାଡ ଘେରା ଅଂଚଳର ଛାତି ଉପରେ ବସବାସ କରୁଛନ୍ତି ଆଦିମ ଜନଜାତି ଦିଦାୟୀ…

Continue reading
ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍‌ଆଇ…

Continue reading
ଜାପାନର ସାକୁରା ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, 14/08: ଓଡିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ବ କରିବେ । ଅଗଷ୍ଟ ୧୬ ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ…

Continue reading
ଐତିହାସିକ ଉପଲବ୍ଧି : ପୂର୍ବତଟ ରେଳପଥର ରେକର୍ଡ ସମୟରେ 100 MT ମାଲ ପରିବହନ

ଭୁବନେଶ୍ୱର:ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି, ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (MT) ମାଲ ପରିବହନ ରେକର୍ଡ ହାସଲ କରିଛି, ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ…

Continue reading
୧୦୦ ବର୍ଷ ହେଲାଣି ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 13/08: ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ…

Continue reading
୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

Continue reading
ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ

ନାରାୟଣପାଟଣା : ପୁଣି ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡି ବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ। ହଳ ଲଙ୍ଗଳ ପକାଇ ପୁରା ଗାଁରେ ବୁଲାଇଛନ୍ତି। ସମ୍ପର୍କୀୟ ଭାଇ ଭଉଣୀ ବାହା ହୋଇଥିବା ଅଭିଯୋଗ କରି…

Continue reading
୫ ବର୍ଷରେ ଭାରତର ଏସୀୟ ସିଂହ ସଂଖ୍ୟା ୩୨% ବୃଦ୍ଧି

ନୂଆଦିଲ୍ଲୀ: ରବିବାର ପ୍ରକାଶିତ ସିଂହ ଜନସଂଖ୍ୟା ଆକଳନ ରିପୋର୍ଟ ଅନୁଯାୟୀ, ଭାରତର ଏସୀୟ ସିଂହ ସଂଖ୍ୟା ୨୦୨୦ରେ ୬୭୪ଥିବା ବେଳେ ୨୦୨୫ରେ ଏହା ୮୯୧କୁ ବୃଦ୍ଧି ପାଇ ୮୯୧ରେ ପହଞ୍ଚିଛି। ସିଂହ ସଂଖ୍ୟାରେ ୩୨ ପ୍ରତିଶତ ବୃଦ୍ଧି ଏ ବାବଦ ସୁଚିନ୍ତିତ…

Continue reading
ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଝୁଲଣ ପର୍ବ ୭ଦିନ ବ୍ୟାପୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ଚଳନ୍ତି…

Continue reading