ନବମଶ୍ରେଣୀର ଛାତ୍ରୀ ହର୍ଷିତା ବିହନ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନିଆରା ଉଦାହରଣ
କୋରାପୁଟ, ୨୪/0୮: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାର ଝିଅ ହର୍ଷିତା ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଜୟପୁରର ଏକ ଘରୋଇ ସ୍କୁଲ୍ରେ ନବମଶ୍ରେଣୀରେ ପଢୁଥିବା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ବିହନ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନିଆରା ଉଦାହରଣ। ଅାମେରିକାର ସାନ୍ଫ୍ରାନସିସ୍କୋସ୍ଥିତ…








