ନିମାପଡ଼ା ଏନଏସିରେ ଚାଲିଛି ଅଫିସର ରାଜ୍- ଅଧ୍ୟକ୍ଷା, ଅଫିସ ଭିତରେ ଚାଳିଛି ତାସ ଖେଳ

ନିମାପଡ଼ା: ଗତ କିଛି ଦିନ ହେବ ନିମାପଡ଼ା ଏନଏସିରେ ବିକାଶ କମ୍ ରାଜନୀତି ଅଧିକ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ନିମାପଡ଼ା ଏନଏସି କାର୍ଯ୍ୟାଳୟ ଖେଳ ଘର ପାଲଟିଥିବା ବେଳେ ଏଠାରେ ଅଫିସରଙ୍କ ରାଜୁତି ଚାଲିଛି ବୋଲି ଖୋଦ୍ ଏନଏସି ଅଧ୍ୟକ୍ଷା…

Continue reading
ମା’ ବନଦୁର୍ଗାଙ୍କ ଶୁଭ ଖୁଣ୍ଟି ସ୍ଥାପନ

ରାଇକିଆ: ଆଗାମୀ ଶାରଦୀୟ ଉତ୍ସବକୁ ନେଇ କନ୍ଧମାଳ ଜିଲା ରାଇକିଆରେ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଛି। ରାଇକିଆ ପୂଜା କମିଟି ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପଠାରେ ମା’ ବନଦୁର୍ଗାଙ୍କ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁଭ ମୁହୂର୍ତ୍ତ ଅନୁଯାୟୀ…

Continue reading
ମୋଦୀଙ୍କ ଜନ୍ମଦିନରେ ରାଇକିଆ ବିଶ୍ୱେଶ୍ୱର ମନ୍ଦିରରେ ସାମୂହିକ ଦୀପଦାନ

ରାଇକିଆ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଇକିଆ ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ପରିସରରେ ସାମୂହିକ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ସମିତି…

Continue reading
ମୋଦୀଙ୍କ ଜନ୍ମଦିନରେ ସାମୂହିକ ଦୀପଦାନ

ରାଇକିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଇକିଆ ଭାଜପା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସାମୂହିକ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ଏକତ୍ରିତ ହୋଇ ଦୀପ…

Continue reading
ନୂତନ ବିଶ୍ୱ ରେକର୍ଡ: ମୋଦିଙ୍କ ଜନ୍ମଦିନରେ ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ

ଭୂବନେଶ୍ୱର: ବିକଶିତ ଭାରତର ବିନ୍ଧାଣୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ପଚାଶ ବର୍ଷର ଜନସେବା ଏବଂ ପଚିଶ ବର୍ଷର ନିରବଚ୍ଛିନ ଶାସନ ଦେଶରେ କାୟାକଳ୍ପ ଆଣିଛି । ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା…

Continue reading
ସେବା ସଂକଳ୍ପ ଅଭିଯାନ ନିମନ୍ତେ ଜଳ ସମ୍ପଦ ବିଭାଗର ୱାଲମି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେବା ସଂକଳ୍ପ ଅଭିଯାନ ଅବସରରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତାପନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମି) ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

Continue reading
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଦିନ ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ କରିଛନ୍ତି।…

Continue reading
ରକ୍ତର କୌଣସି ବିକଳ୍ପ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି…

Continue reading
ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

ଭୁବନେଶ୍ୱର : ସଞ୍ଜ ନଇଁଆସୁଥିଲା। ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧୀରେ ଧୀରେ ଜମୁଥିଲା ଆଲୋକର ବାତାବରଣ। ସେ ଆଲୋକ କୌଣସି କୃତ୍ରିମ ବୈଦ୍ୟୁତିକ ଲାଇଟ ନଥିଲା, ବରଂ ତାହା ଥିଲା ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ…

Continue reading
ଦାରା ମୁକ୍ତି ମାମଲା: ସୁପ୍ରିମକୋର୍ଟରେ ୩ ସପ୍ତାହ ଘୁଞ୍ଚିଲା ଶୁଣାଣି

ଗ୍ରାହାମ ଷ୍ଟେନ୍ସ ହତ୍ୟା ଘଟଣାରେ ଦାରା ସିଂଙ୍କ ମୁକ୍ତି ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଘୁଞ୍ଚିଲା। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦାରା ସିଂଙ୍କ ଓକିଲ ଏ.ପି ସିଂହ ସମୟ ମାଗିବାରୁ ଏହାର ଶୁଣାଣିକୁ ଘୁଞ୍ଚାଇ…

Continue reading