‘ସିଇସି ଜ୍ଞାନେଶ କୁମାରଙ୍କୁ ହଟିବାକୁ ପଡ଼ିବ’

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ, I.N.D.I.A. ବ୍ଲକ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ଚାଲିଥିବା ବିବାଦ, ବିଶେଷକରି ଦେଶର ବିଭିନ୍ନ ରାଜ୍ୟରେ ଭୋଟରଙ୍କ ନାମ ବ୍ୟାପକ ଭାବେ ବାଦ ଦେବା ବିରୋଧରେ ନିଜର…

Continue reading
ସିଏଜି ରିପୋର୍ଟକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି :ଲେଖାଶ୍ରୀ

ଭୁବନେଶ୍ୱର: ଡିଏମଏଫ ଫଣ୍ଡକୁ ନେଇ ଡବଲ ଇଞ୍ଜିନ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେପି ମୁଖପାତ୍ର ଓ ସାଂସଦମାନେ ମନ ଗଢ଼ା କଥା କହି ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏମଏମଡିଆର ଭଳି ପ୍ରସଙ୍ଗକୁ ଏଡାଇ ଦେବାକୁ ବିଜେପି…

Continue reading
ଅକ୍ଟୋବର୨ରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ନଭେମ୍ୱର ୨ ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ବ୍ୟାପୀ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅକ୍ଟୋବର…

Continue reading
ପୂଜା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ସହାୟତା:ମନ୍ତ୍ରୀ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ବିତ୍ପାତ ଦେଖାଦେଇଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ଜିଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ କରାଯାଉଛି। ଦୁର୍ଗାପୂଜା ପୂର୍ବରୁ ବିପନ୍ନଙ୍କୁ ସହାୟତା ରାଶି…

Continue reading
ପେନ୍‌ସନ ଡେରି କଲେ ବର୍ଷକୁ ୭% ସୁଧ ଗଣିବେ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ, ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ। ଗତ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ…

Continue reading
ଟ୍ରମ୍ପଙ୍କ ସହ କଥା ହେଲେ ​ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଏହି ବାର୍ତ୍ତାଳପରେ ଫଳପ୍ରଦ ଆଲୋଚନା ହୋଇଥିବା ନେଇ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। କଥାବାର୍ତ୍ତା ସମୟରେ ଦୁଇ ନେତା…

Continue reading
ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍‌: ଗୌହାଟୀରେ ଭାରତର ବଡ଼ ବିଜୟ

ଚଳିତ ଭାରତ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଆଜି ଭାରତ ବୃହତ ବିଜୟ ହାସଲ କରିଛି । ୱେଷ୍ଟ ଇଣ୍ଡିଜ୍‌କୁ ୮ ୱିକେଟରେ ପରାସ୍ତ କରି ଭାରତ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି । ଗୌହାଟୀରେ ଅନୁଷ୍ଠିତ ଏହି…

Continue reading
ରବି ଫସଲର ଏମ୍‌ଏସ୍‌ପି ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟି (ସିସିଇଏ) ୨୦୨୭-୨୮ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ ଅନୁମୋଦନ କରିଛି। କୁସୁମ ପାଇଁ ସର୍ବାଧିକ ଏମ୍‌ଏସ୍‌ପି ବୃଦ୍ଧି…

Continue reading
ଫ୍ଲାଏଦୁବାଇ ବିମାନ: ସ୍ମିତଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ସ୍ମିତଙ୍କ ସାହସିକତା ପାଇଁ ଚାରି ଆଡୁ ଛୁଟୁଛି ପ୍ରଶଂସାର ସୁଅ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି,…

Continue reading
ଏଣିକି PMGSY ରାସ୍ତା ଶିଳାନ୍ୟାସ ଉଦ୍‌ଘାଟନରେ ସାଂସଦଙ୍କୁ ନିମନ୍ତ୍ରଣ ବାଧ୍ୟତାମୂଳକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ହେଉଥିବା ରାସ୍ତାର ଶିଳାନ୍ୟାସ ଓ ଉଦ୍‌ଘାଟନ ସମାରୋହରେ ସମ୍ପୃକ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବା ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଅତି କମ୍‌ରେ…

Continue reading