ପଦ୍ମ ଧରିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ
ଭୁବନେଶ୍ୱର: ବିଜେଡି ଛାଡ଼ିଲେ, ଆଉ ବିଜେପିରେ ମିଶିଲେ । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଶେଷରେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃଥ୍ୱରେ ଶ୍ରୀ ମହାନ୍ତି ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ…
ଭୁବନେଶ୍ୱର: ବିଜେଡି ଛାଡ଼ିଲେ, ଆଉ ବିଜେପିରେ ମିଶିଲେ । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଶେଷରେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃଥ୍ୱରେ ଶ୍ରୀ ମହାନ୍ତି ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ…
ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ । ମୋଟ ୧୯୬ ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦୀର୍ଘ ଦିନ ଛୁଟିରେ ଥିବା ସମ୍ପୃକ୍ତ…
ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ ସୂଚନା ଅନୁଯାୟୀ ସଂଯୋଗ ହୋଇନଥିବା ସବୁ ଗ୍ରାମରେ ସେବା ପହଞ୍ଚାଇବାକୁ…
ଭୁବନେଶ୍ୱର: ସୋମବାର ବିଧାନସଭାର ପ୍ରଶ୍ନକାଳରେ ବିଜୁ ଜନତା ଦଳ ଆଳୁ ପ୍ରସଙ୍ଗ ଉଠାଇଛି । ରାଜ୍ୟରେ ଆଳୁର ଚଢ଼ା ଦରକୁ ନେଇ ବିଜେଡି ବିଧାୟକମାନେ ପୋଷ୍ଟର ଦେଖାଇ ବିଧାନସଭାରେ ବିରୋଧ କରିଛନ୍ତି । ଆଳୁ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ବିଭାଗୀୟ…
କଟକ: କଟକ ଛତ୍ରବଜାରରେ ଚଢଉ । ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାରି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ଆଳୁ ଦର କାହିଁକି କିମୁନି ଏନେଇ ଚଢାଉ କରିଛି ଯୋଗାଣ ବିଭାଗ । କେତେ ଟଙ୍କାରେ ବିକ୍ରି…
ଭୁବନେଶ୍ୱର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ପାଗରେ ପରିବର୍ତ୍ତନ । ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା । ବର୍ଷା ଛାଡିଲେ ବଢ଼ିପାରେ ଶୀତ ପରିମାଣ । ଗତ ଦୁଇ ଦିନ ହେଲା ରାଜ୍ୟରେ ଏକାଧିକ ସ୍ଥାନରେ କୋହଲା ପାଗ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଦିନ ଧରି ରାଜ୍ୟର ରାଜଧାନୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଓ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ତାଙ୍କ ଗସ୍ତ ଶେଷ କରି ରାଜ୍ୟରୁ ବାହୁଡ଼ିଛନ୍ତି। ସେ ଓଡ଼ିଶାରେ ୩ ଦିନ…
ଭୁବନେଶ୍ଵର: ବିଜୁ ଜନତା ଦଳକୁ ଆଉ ଏକ ବଡ ଝଟକା ଲାଗିଛି। କିଛି ଦିନ ହେବ ଅନେକ ନେତା ବିଜେଡି ଛାଡୁଛନ୍ତି। ଆଜି ପୁଣି ବିଜେଡି ଦଳର ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ବଡମ୍ବା…
ଭୁବନେଶ୍ୱର:ରାଜ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ରହିବେ ରେଡିଓଗ୍ରାଫର। ଖୁବ୍ଶୀଘ୍ର ୨୫୦ ରେଡିଓଗ୍ରାଫରଙ୍କୁ ଦିଆଯିବ ନିଯୁକ୍ତିପତ୍ର। ରେଡ଼ିଓଗ୍ରାଫି ଦ୍ଵାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ। ଆଗାମୀ ଦିନରେ ଅଧିକ ପୋଷ୍ଟ ବାହାର କରିବାକୁ ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ…
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା…