ଆଜିଠୁ ୭ ମାସ ପର୍ୟ୍ୟନ୍ତ ମାଛଧରା ଉପରେ କଟକଣା ଜାରି

ଭୁବନେଶ୍ୱର: ଆଜିଠୁ ୭ ମାସ ପର୍ୟ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମେ’ ୩୧ ତାରିଖ ପର୍ୟ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ୟ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ…

Continue reading
ଆମ୍ବ ଟାକୁଆ ଖାଇ ୨ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗଦାପୁର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରମିତା ପାଟ ମାଝୀ (୨୭) ଓ ରୁନୁ ମାଝୀ। ରମିତା ଓ ରୁନୁ ଆମ୍ବ ଟାକୁଆରେ…

Continue reading
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆନେସ୍ଥେସିଆଦେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ସ୍ୱାମୀ ନୁହେଁ ଏହି କାଣ୍ଡରେ ୨ ଜଣ ପ୍ରେମିକା ବି ସାମିଲ ଅଛନ୍ତି । ୨ଜଣ ପ୍ରେମିକା ପାଇଁ ସ୍ୱାମୀ ଏଭଳି ଜଘନ୍ୟକାଣ୍ଡ ଭିଆଇଛି…

Continue reading
ଡେରାବିଶ ସିଡିପିଓଙ୍କୁ ଅପସାରଣ

ଡେରାବିଶ: ଡେରାବିଶ ସିଡିପିଓ ମହିଳା ଓ ଶିଶୁ ବିକାଶ ବିଭାଗ ଅଫିସରେ ମହିଳା କିରାଣୀଙ୍କୁ ନିର୍ୟ୍ୟାତନା ଘଟଣା। ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ଏହି ଘଟଣାରେ ସିଡିପିଓଙ୍କୁ ବ୍ଲକ ଅଫିସରୁ ଅପସାରଣ କରିଛନ୍ତି। ଏ ନେଇ…

Continue reading
ବାରରେ ଡ୍ୟାନ୍ସ ନୁହେଁ, ଅର୍କେଷ୍ଟ୍ରା ବାଜିବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର। ଆଉ ପୁଣି ରଙ୍ଗୀନ ଆସର ଜମିବା ସହ ନାଚିବେ ଯୁବତୀ। ୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ତାହାକୁ କୋହଳ କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ…

Continue reading
ଯାତ୍ରାରେ ଅଶ୍ଳୀଳ ନୃତ୍ୟ: ଏହା କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଜିକାଲି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବୃଦ୍ଧି ପାଇପାରେ ଲାଗିଛି । ଏହାକୁ କିଛି ଦର୍ଶକ ପସନ୍ଦ କରୁଥିବାବେଳେ ସମାଜର ବହୁ ଲୋକ ବିରୋଧ କରୁଛନ୍ତି । ତେବେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହାରି ଭିତରେ ଏକ ବଡ଼ ଖବର…

Continue reading
ମାଛ ନ ଦେବାରୁ ବୀଭତ୍ସ ହତ୍ୟା

ଭୁବନେଶ୍ବର : ମାଛ ନ ଦେବାରୁ ହତ୍ୟା। ଭୁବନେଶ୍ବର ଡମଣା ନିକଟ ମା ତାରାଦେଇ ହୋଟେଲରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବିଳମ୍ୱିତ ରାତିରେ ଶୋଇଥିବା ଅବସ୍ଥାରେ ପନିକିରେ ହାଣି ହତ୍ୟା। ମୃତ ବ୍ୟକ୍ତି ପିତାମ୍ବର ଜେନା। ଘର ଭଞ୍ଜନଗର ଅଞ୍ଚଳରେ। ବିଳମ୍ୱିତ…

Continue reading
ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର

ଭୁବନେଶ୍ବର : ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର। ଆଉ ପୁଣି ରଙ୍ଗୀନ ଆସର ଜମିବା ସହ ନାଚିବେ ଯୁବତୀ। ୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ଆଜି ତାହାକୁ କୋହଳ କରିଛନ୍ତି। ରାଜ୍ୟ ଅବକାରୀ…

Continue reading
୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର:  ‘ଦୀପାବଳି’କୁ ନେଇ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି।…

Continue reading
ଗୋଷ୍ଠୀ ସଂଘର୍ଷ:୫ ଜଣଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି ଜଣ ମହିଳାଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଛନ୍ତି।…

Continue reading