ଶୁକ୍ରବାରଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ
ନୀଳଗିରି : ଶୁକ୍ରବାରଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ। ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବ ନେଚର୍ସକ୍ୟାମ୍ପ। ଏନେଇ ବନବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ଵର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଦୀର୍ଘମାସ ପରେ…















