ସ୍ମିଥ୍ଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ
ଆବୁଧାବି : ଆବୁଧାବିରେ ଚିକିତ୍ସିତ ହେଉଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ୟୁଏଇର ଉପ ପ୍ରଧାନମନ୍ତ୍ରୀ ତଥା ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମହମ୍ମଦ ଅଲ୍ ମାକତୁମ୍। ସାକ୍ଷାତ କାଳରେ ଶେଖ ହମଦାନ ଭାରତୀୟ…














