ଆଜିଠୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ମଙ୍ଗଳବାର ରାଜ୍ୟର ୨୪ଟି ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାରେ…

Continue reading
ବୋମା ବିସ୍ଫୋରଣ: ଜଣେ ମୃତ

ଖଣ୍ଡଗିରି: ଚନ୍ଦକା ଥାନା ମହୁଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରେ ଦୁଇ ଭାଇ ବୋମା ଭିଡୁଥିବା ବେଳେ ଭୟଙ୍କର ବିସ୍ପୋରଣ ଘଟି ଗୋଟିଏ ଭାଇ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର…

Continue reading
ଦାରା ସିଂଙ୍କ ମୁକ୍ତି ଆବେଦନକୁ ଖାରଜ କଲା ଓଏସ୍‌ଏସ୍‌ଆର୍‌ବି

ଅଷ୍ଟ୍ରେଲୀୟ ପାଦ୍ରୀ ଗ୍ରାହାମ ଷ୍ଟେନ ଏବଂ ତାଙ୍କ ୨ ଶିଶୁପୁତ୍ରଙ୍କୁ ହତ୍ୟା ଅଭିଯୋଗରେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ୍ ସିଂ ଓରଫ ଦାରା ସିଂଙ୍କ ଜେଲରୁ ଖଲାସ ଆଶା ମଉଳି ଯାଇଛି । ମଙ୍ଗଳବାର ଓଡ଼ିଶା ଷ୍ଟେଟ ସେନଟେନ୍‌ସ…

Continue reading
ପୁରୁଣା ମାମଲାରୁ ଖିଅ ଖୋଜିବ ; ୩ ରାଜ୍ୟରେ ତଦନ୍ତ କରିବ ଏସଟିଏଫ୍‌

ଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଯେତିକି ବଢ଼ୁଛି, ସେତିକି ନୂଆ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ଓରାଙ୍ଗଉଟାନ ଚାଲାଣରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍‌ର ହାତ ଥିବା ସ୍ପଷ୍ଟ ହେବା ପରେ ୩ ରାଜ୍ୟ…

Continue reading
ରିଆମାଳ ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ

ଦେବଗଡ଼ :ରିଆମାଳର ପ୍ରସିଦ୍ଧ ମା ମହାଲକ୍ଷ୍ମୀ ପୂଜା ନିମନ୍ତେ ଚଳିତ ବର୍ଷ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି। ନିର୍ବାଚନ ଅଧିକାରୀ ତ୍ରିଲୋଚନ ବେହେରା, ଡ. ଟଙ୍କଧର ନାୟକଙ୍କ ପରିଚାଳନାରେ ଉକ୍ତ କମିଟି ଚୟନ କରାଯାଇଥିଲା ।ସର୍ବସମତି କ୍ରମେ ଚଳିତ…

Continue reading
ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା :ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହର

ଚଳିତ ବର୍ଷ ୬୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦେବଗଡ଼: ସୋମବାର ଠାରୁ ଆରମ୍ଭ ହୋଇଛି ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା।ଚଳିତ ବର୍ଷ ପୂଜା ୧୪ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ରହିଛି।୧୯୪୯ରୁ ଆରମ୍ଭ ହୋଇଥିବା…

Continue reading
ରାଇକିଆରେ ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା

ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମରେ ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ପାଳିତ ହୋଇଛି। ଏଥିପାଇଁ ସହରର ବିଭିନ୍ନ ପୂଜା ମଣ୍ଡପକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜାରେ ସୁସଜ୍ଜିତ କରାଯାଇଛି। ସନ୍ଧ୍ୟା ହେଲେ…

Continue reading
ରାଇକିଆରେ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ସାଙ୍ଗଠନିକ ବୈଠକ,ମହିଳା ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ପରାମର୍ଶ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବିଜେପି କାର୍ଯ୍ୟାଳୟଠାରେ ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚାର ପ୍ରଥମ ସାଙ୍ଗଠନିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଇକିଆ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଦୀପାଞ୍ଜଳି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମହିଳା ସଂଗଠନକୁ ଆହୁରି…

Continue reading
ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମୋଦୀଙ୍କ ଜନ୍ମଦିନରୁ ମାସେ ଧରି ‘ସେବା ସଂକଳ୍ପ’

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ନରେନ୍ଦ୍ର ମୋଦୀ ଦେଶ ସେବା କରିଆସୁଛନ୍ତି ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋଦୀଙ୍କ ଜନ୍ମଦିନ ଅବସରରୁ ଏକ ମାସ ଧରି ‘ସେବା ସଂକଳ୍ପ’…

Continue reading
ଜଳିଗଲା ଗଣପତିଙ୍କ ପୂଜାମଣ୍ଡପ

ସମ୍ବଲପୁର: ସମ୍ବଲପୁର ବୁଢ଼ାରାଜା ଠାରେ ଥିବା ଡେହେରିପାଲି ଗଣପତିଙ୍କ ପୂଜାମଣ୍ଡପରେ ଆଜି (ସୋମବାର) ରାତିରେ ହଠା୍ତ୍‌ ଅଗ୍ନିକାଣ୍ଡ ଘଟି ସମଗ୍ର ମଣ୍ଡପଟି ପୋଡ଼ିଯାଇଛି। ତେବେ ରାତିରେ ମଣ୍ଡପ ନିକଟରେ ପ୍ରବଳ ଜନସମାଗମ ‌ହୋଇଥିଲେ ମଧ୍ୟ କାହାରି ବିଶେଷ କ୍ଷୟକ୍ଷତି ହୋଇନାହିଁ। ସୂଚନାନୁସାରେ,…

Continue reading