ଜଳିଗଲା ୩ ଦୋକାନ
ବାସୁଦେବପୁର : ବାସୁଦେବପୁର ସହରର ଅଟଳ ବିହାରୀ ମହାବିଦ୍ୟାଳୟ ମାର୍ଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସେକ ରାଜୁ, ସେକ ବାବୁଲା ଓ ସେକ ସରଜୁଙ୍କ ଦୋକାନରେ ଜଳିଯାଇଛି। ବିଦ୍ୟୁତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେକ ରାଜୁ…
ବାସୁଦେବପୁର : ବାସୁଦେବପୁର ସହରର ଅଟଳ ବିହାରୀ ମହାବିଦ୍ୟାଳୟ ମାର୍ଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସେକ ରାଜୁ, ସେକ ବାବୁଲା ଓ ସେକ ସରଜୁଙ୍କ ଦୋକାନରେ ଜଳିଯାଇଛି। ବିଦ୍ୟୁତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେକ ରାଜୁ…
ଭୁବନେଶ୍ବର : କେବଳ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ…
ବରଗଡ଼/ଭୁବନେଶ୍ବର:ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଅମ୍ବାପାଲିର ଭାଗୀରଥି ଭୋଇ (୬୫) ବୋଲି ଜଣାଯାଇଛି। ଗତ ୧୦ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ। ତାଙ୍କର ବୁଧବାର ମୃତ୍ୟୁ ହୋଇଛି। ବରଗଡ଼ ଜିଲାରେ ଏହି ରୋଗରେ ଆକ୍ରାନ୍ତଙ୍କ…
ଭୁବନେଶ୍ୱର:ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ଼ା. ବୃନ୍ଦା ଡ଼ି, ଭା.ପ୍ର.ସେ., ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା,…
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଆଳିର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ସେରିମନି ବୁଧବାର ଆୟୋଜିତ ହୋଇଯାଇଛି । ଆଇଏଏସ୍ର ୨୦୨୨-୨୦୨୬ ବ୍ୟାଚର ବିଏସ୍ସି…
ବୌଦ୍ଧ: ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର | ବୌଦ୍ଧ ଜିଲ୍ଲାରେ ଥିବା ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ…
ରାୟଗଡା: ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡାଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି I ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ…
ସମ୍ବଲପୁର: ହୀରାକୁଦ ନଦୀବନ୍ଧର ସବୁ ଗେଟ୍ ବନ୍ଦ କରିଦିଆଯାଇଛି। ବୁଧବାର ପୂର୍ବାହ୍ଣ ୧୧.୨୫ ମିନିଟ୍ରେ ଖୋଲାଥିବା ଗୋଟିଏ ଗେଟ୍ ବନ୍ଦ କରାଯାଇଛି। ବୁଧବାର ସକାଳ ୬ଟା ବେଳକୁ ଜଳଭଣ୍ଡାରର ଜଳସ୍ତର ୬୨୮.୫୬ ଫୁଟ ଥିଲା। ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା…