A+ ବଦଳରେ ଦିଆଗଲା B+ ରକ୍ତ
ପୁରୀ :ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା…
ପୁରୀ :ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା…
ଭୁବନେଶ୍ୱର:ଏ ବର୍ଷ ଆଗୁଆ ଆସିପାରେ ଖରା ଦିନ। ଶୀଘ୍ର ବାହୁଡ଼ିଯିବ ମୌସୁମୀ। ଜଳବାୟୁ ବିଶେଷଜ୍ଞ ଆକଳନ କରୁଛନ୍ତି, ବହୁ ଆଗରୁ ବାହୁଡ଼ିଯିବ ମୌସୁମୀ। ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ସିଝାଇବ ଖରା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ରେକର୍ଡ ଭାଙ୍ଗିପାରେ ତାତି।…
ବାରିପଦା: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରିପଦାରୁ ୨ ଅଡିଟ୍ ଅଫିସରଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ବିଳମ୍ବିତ ରାତିରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଦୁଇ…
ନୂଆପଡ଼ା : ବିଷ ପିଇଦେଲେ ପ୍ରେମୀ ଯୁଗଳ । ନାବାଳିକା ପ୍ରେମିକା ମୃତ, ପ୍ରେମିକ ଗୁରୁତର । ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକେ । ଏଭଳି…
ଭୁବନେଶ୍ବର/ଭବାନୀପାଟଣା: ଲଘୁଚାପ ଜନିତ ବର୍ଷାରେ ଭିଜିଲା ରାଜ୍ୟ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଆସନ୍ତା…
ବରଗଡ଼: ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକଙ୍କୁ ଗୁଳି କରି ହତ୍ୟା l ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ନିକଟରେ ରାସ୍ତା ଉପରେ ହୋଇଛି ହତ୍ୟାକାଣ୍ଡ l 39 ବର୍ଷୀୟ ଅଚ୍ୟୁତାନନ୍ଦଙ୍କ…
ଭୁବନେଶ୍ବର: ରାଜ୍ୟରେ କଲେଜ ସିଟ୍ ଖାଲି ରହିବା ସମସ୍ୟା ଶେଷ ହେଉନାହିଁ । +2 ଓ +3 ସିଟ୍ ପରେ UG ଓ ୪ ବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ଖାଲି ରହିଛି ।…
କେନ୍ଦ୍ରାପଡ଼ା: ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଜଣେ ନାବାଳିକା ଗର୍ଭବତୀ ହେବା ଘଟଣାରେ ବର୍ତ୍ତମାନ ହରଡ଼ ଘଣାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ମହିଳା ଓ ଶିଶୁ ବିକାଶ ବିଭାଗ ସହ CAW&CW (Crime Against Women & Children Wing)…
ଦେବଗଡ଼:ନୂଆବାଲିରୋଇ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ( ଆରଏସଇଟିଆଇ) ପକ୍ଷରୁ ୩୧ ଦିନିଆ ସିଲେଇ ତାଲିମ ଶିବିର ଆରମ୍ଭ ହୋଇଛି। ଉକ୍ତ ଶିବିରକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି, ମିଶନ ଶକ୍ତିର ଡିପିଏମ ଶିଶିର କୁମାର…
ଦେବଗଡ଼:ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ଦେବଗଡ଼ ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟରେ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ୨୦୨୭ ଯୁବ…