ଖୁବ୍‌ଶୀଘ୍ର ଓଡ଼ିଶାରେ ହେବ HCL କ୍ୟାମ୍ପସ୍

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଓଡ଼ିଶାରେ HCLର କ୍ୟାମ୍ପସ ହେବ । ଏ ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଏ ନେଇ ଆଲୋଚନା ପାଇଁ ଖୁବ୍‌ଶୀଘ୍ର HCLର ଏକ ଟିମ୍ ଓଡ଼ିଶା ଆସିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Continue reading
ନବୀନ ସାମନାକୁ ଆସନ୍ତୁ: ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ୱର:ୱକଫ ବିଲ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଫାଳ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଦିନକୁ ଦିନ ବିଜେଡି ନେତା ନିଜର ଅସନ୍ତୋଷ ଝାଡ଼ୁଥିବାବେଳେ ବିରୋଧୀ ବି ବିଜେଡିକୁ ଟାର୍ଗେଟ କରୁଛନ୍ତି । ଏହାରି…

Continue reading
ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ। ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। ଆଉ ଏଥିରେ ଜିପିଏଲଏଫ ଓ ସିପିଏଲ,, ବିଏଲଏଫ ଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ ବୋଲି ସୂଚନା…

Continue reading
ସୁଭଦ୍ରା: ଏବେ ହେବନି ନୂଆ ଆବେଦନ: ପ୍ରଭାତୀ ପରିଡା

ଭୁବନେଶ୍ଵର: ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ…

Continue reading
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ ଏବଂ ଏମ୍‌ଓୟୁ ସ୍ବାକ୍ଷର ସମାରୋହରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ଆଇଓସିଏଲ, ପେଟ୍ରୋନେଟ୍ ଏଲଏନଜି, ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭସ ଲି. ସହ ରାଜ୍ୟ…

Continue reading
ପିଏମ୍ ଜନମନ ଯୋଜନାରେ ରାଜ୍ୟର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ…

Continue reading
ପରିବାରର ପ୍ରତି ସଦସ୍ୟଙ୍କୁ ‘ଆୟୁଷ୍ମାନ’ କାର୍ଡ

ଭୁବନେଶ୍ୱର : ରାଜ୍ୟର କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ। ପରିବାର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ। ଏହି କାର୍ଡରେ ପରିବାର ପିଛା ବାର୍ଷିକ ୫ ଲକ୍ଷ…

Continue reading
ନୂଆପଡ଼ାର ୯୯ ପ୍ରତିଶତ ଜମି ଜଳସେଚିତ ହେବ: ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ୯୯ ପ୍ରତିଶତ ଚାଷଜମି ଜଳସେଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ମାରାଗୁଡ଼ା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି। ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ଏହି ଉତ୍ସବରେ…

Continue reading
ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ସରକାରୀ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତିରେ ଆବେଦନ ତାରିଖ ବଦଳରେ ମୃତ୍ୟୁ ତାରିଖ ବିଚାରକୁ ନିଆଯିବ। ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୧୬ ଲାଗୁ ହେବା ପରେ ଏବଂ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୨୦…

Continue reading
ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ସରକାର ଆସିବା ପରେ ଜାନୁଆରୀରେ ଉତ୍କର୍ଷ ଓଡ଼ିଶାରେ ନିବେଶକାରୀଙ୍କ ସହ ଶିଳ୍ପ ପାଇଁ ଏମ୍‌ଓୟୁ କରିଥିଲେ ରାଜ୍ୟ ସରକାର । ଆଉ ତିନି…

Continue reading