ବିଧାନସଭା: ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୧୦ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା…

Continue reading
ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା

ଭୁବନେଶ୍ବର : ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ଏକ ଲକ୍ଷ ୮୩ ହଜାର ୭୮୫ ମହିଳା । ଏକ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଥିଲେ। ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ହଜାର ୯୨…

Continue reading
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ

ଭୁବନେଶ୍ବର: ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ…

Continue reading
ରାଜ୍ୟରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସଂଖ୍ୟା ୧୧ ହଜାରରୁ ଅଧିକ

ଭୁବନେଶ୍ବର: ଓଡ଼ିଶାରେ ନିଃସହାୟ ଏବଂ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ଓଡ଼ିଶା ବିଧାନସଭାରେ ପ୍ରକାଶ କରିଛନ୍ତି ଯେ, ଚଳିତ ୨୦୨୫ ବର୍ଷରେ ସାରା ରାଜ୍ୟରେ ମୋଟ ୧୧,୫୯୮ ଜଣ ଏପରି ମହିଳାଙ୍କୁ…

Continue reading
ପୂର୍ବ ସରକାରଙ୍କ କାର୍ୟ୍ୟକାଳରେ ଓଡ଼ିଶାରେ ୫୨ ମଦ୍ୟପାନ ଜନିତ ମୃତ୍ୟୁ

ଭୁବନେଶ୍ବର: ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଶନିବାର ଦିନ ପ୍ରକାଶ କରିଛନ୍ତି ଯେ, ପୂର୍ବ ସରକାରଙ୍କ କାର୍ୟ୍ୟକାଳ ମଧ୍ୟରେ ମଦ୍ୟପାନ ଯୋଗୁ ୫୨ ଜଣ ପ୍ରାଣ ହରାଇଥିଲେ।ରାଜ୍ୟ ସରକାର ମଦ୍ୟପାନର ପ୍ରଭାବ ଏବଂ ଭବିଷ୍ୟତରେ ଏପରି ଦୁଃଖଦ ଘଟଣା ରୋକିବା…

Continue reading
ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ : ଆଇନ ମନ୍ତ୍ରୀ

ଭୁବନେଶ୍ବର: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ…

Continue reading
ଭିଆର୍‌ଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍‌ !

ଭୁବନେଶ୍ଵର: ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ ! ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ସୁଜାତା କାର୍ତ୍ତିକେୟନ୍‌ଙ୍କ ଆବେଦନକୁ କେନ୍ଦ୍ର ମଞ୍ଜୁର…

Continue reading
ପ୍ରଦୀପ ଜେନା ଓଇଆରସିର ନୂଆ ଅଧ୍ୟକ୍ଷ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ବ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର…

Continue reading
ଏପ୍ରିଲ ୨ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ୟ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ ଗୁରୁ । ଏହି…

Continue reading
ଆହତ କର୍ମୀଙ୍କ ପାଇଁ କଂଗ୍ରେସର ପୂଜାର୍ଚ୍ଚନା

ଭୁବନେଶ୍ବର: ଆହତ କର୍ମୀଙ୍କ ପାଇଁ କଂଗ୍ରେସର ପୂଜାର୍ଚ୍ଚନା । ରାଲିରେ ଆହତ କର୍ମୀଙ୍କ ପାଇଁ ତାରା ଘଣ୍ଟ ବଜାଇ ଗଲେ ମନ୍ଦିର । ଖାଲି ମନ୍ଦିର ଯାଇନଥିଲେ ତ ଆର୍ୟ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଗୁରୁବାର…

Continue reading