ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩

ଭୁବନେଶ୍ବର: ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ୧,୮୧୮ ଜଣ କାର୍ୟ୍ୟରତ ସାମ୍ବାଦିକ ରହିଛନ୍ତି ବୋଲି ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର…

Continue reading
ଯୁକ୍ତ ୨ ପରେ ପଢ଼ିହେବ ବିଏଡ

ଭୁବନେଶ୍ୱର: ଏଣିକି ଯୁକ୍ତ ୨ ପରେ ପଢ଼ିହେବ ବିଏଡ ପାଠ୍ୟକ୍ରମ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଏନେଇ ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି…

Continue reading
ତାରାଙ୍କ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ବାଚସ୍ପତି ତାଙ୍କୁ ୭ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିଥିବାବେଳେ ତାଙ୍କ ଉପରୁ ନିଲମ୍ବନ ହଟିବା ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି…

Continue reading
ସାପ କାମୁଡ଼ା:୨ ବର୍ଷରେ ୧୮୫୯ ମୃତ

ଭୁବନେଶ୍ୱର:୨ ବର୍ଷରେ ସାପ କାମୁଡ଼ାରେ ୧୮୫୯ଜଣ ମୃତୁ୍ୟବରଣ କରିଛନ୍ତି । ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ୧୧୫୦ ଜଣ, ୨୦୨୪-୨୫ରେ ୭୦୯ ଜଣଙ୍କ ମୃତୁ୍ୟ ହୋଇଛି…

Continue reading
ଦୁର୍ଘଟଣାରେ ମାସକରେ ୫୦୫ ମୃତ

ଭୁବନେଶ୍ୱର: ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ନେଇ ୫୦୫ ମୁଣ୍ଡ । ଆଚାର୍ଯ୍ୟ ଲାଗୁଥିଲେ କଥାଟି ସତ । କାରଣ ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଗୋଟିଏ ମାସରେ…

Continue reading
ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର : କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଛନ୍ତି।ସଂସଦୀୟ କ୍ଷେତ୍ରରେ ଗମନାଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସେ କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ…

Continue reading
ବାଦ ପଡ଼ିଲେ ୮୪,୭୫୭ ହିତାଧିକାରୀ

ଭୁବନେଶ୍ୱର: ଇ-କେୱାସି ପରେ ରାଜ୍ୟରେ ବାଦପଡ଼ିଲେ ୮୪,୭୫୭ ଅଯୋଗ୍ୟ ହିତାଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର…

Continue reading
୨୨ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୨ ତାରିଖ ଦିନ ଓଡ଼ିଶା ଆସିବେ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ଏହି ଗସ୍ତ ସମୟରେ ଶ୍ରୀ ଶାହ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଲାନ୍ୟାସ କାର୍ଯ୍ୟକ୍ରମରେ…

Continue reading
ଆମ ବିଧାୟକ କେହି ଗୃହକୁ ଯିବେନି:ତାରା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା ଅନେକ ସମୟରେ…

Continue reading
ତାରାଙ୍କ ସମର୍ଥନରେ ବିଜେଡି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଗତକାଲି ବାଚସ୍ପତି ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଥିବାବେଳେ ବିଜୁ ଜନତା ଦଳ ତାରାଙ୍କୁ ସମର୍ଥନ କରିଛନ୍ତି । ଏନେଇ ଆଜି ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାରାଙ୍କ ନିଲମ୍ବନ…

Continue reading