ଏମ୍କେସିଜିରେ ପୁଣି ଜୁନିୟର୍ଙ୍କୁ ରାଗିଂ
ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେରେ ପୁଣି ରାଗିଂ ଅଭିଯୋଗ । ଏମ୍ବିବିଏସ୍ ସିନିୟର ପିଲାମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍ସିଲ୍ ଆଣ୍ଟି ରାଗିଂ ସେଲ୍କୁ ଇ-ମେଲରେ ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ ସେଲ୍…













