ବାଇକ ଦୁର୍ଘଟଣା ; ଦୁଇ ଯୁବକ ମୃତ
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ମାତାଜୀ ମଠ ନିକଟରେ ଶନିବାର ମଧ୍ୟାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାର ଡିଭାଇଡରରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଦୁଇ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ମାତାଜୀ ମଠ ନିକଟରେ ଶନିବାର ମଧ୍ୟାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାର ଡିଭାଇଡରରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଦୁଇ…
ବାଲେଶ୍ୱର : ବାଲେଶ୍ୱର ଗସ୍ତରେ ପୁଲିସ ଡିଜି ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବୈଠକରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା 3 ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ…
କେନ୍ଦ୍ରାପଡ଼ା: ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଲୋକେ ମାଛ ଧରିବା…
ଏରସମା: ସିଆଳି ବେଳାଭୂମିରେ ଥିବା ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏରସମା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଭଙ୍ଗାରୁଜା କରିଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।…
କୁଆଡ଼େ ଗଲେ ଦୀଘା ହୋଟେଲ ମାଲିକ ? ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ହୋଟେଲ ମାଲିକ ବାପପୁଅଙ୍କୁ ଖୋଜୁଛି ଏସଟିଏଫ୍ । ହୋଟେଲ ମ୍ୟାନେଜରଙ୍କ ସହିତ ତିନି ଜଣଙ୍କୁ ଧରି ଚାଲିଛି ନନଷ୍ଟପ୍ ପଚରାଉଚରା । ହୋଟେଲ ମାଲିକଙ୍କ ଫୋନ୍ ବନ୍ଦ ଥିବା…
ଗଜପତି: ମହେନ୍ଦ୍ରତନୟା ନଦୀରେ ବୃଦ୍ଧ ନିଖୋଜ। ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତର ଅମରା ଗାଁର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ପାଣିରେ ନିଖୋଜ। ତେବେ ଆଜି ସକାଳ ପ୍ରାୟ ୫ଟାରେ ନଦୀକୁ ଗାଧୋଇବାକୁ ଯାଇଥିଲେ।…
ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। NH-326 ଉପରେ ପାଣି। ଜାତୀୟ ରାଜପଥ ୩୨୬ର କାଙ୍କରକୋଣ୍ଡା ନିକଟ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ମାଲକାନଗିରିରୁ…
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଏବଂ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ୧୪ ତାରିଖ ବେଳକୁ ବର୍ଷା କମିବ। ଆଜି ଉତ୍ତର ଓ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡି଼ଶାର କିଛି…
ମାଲକାନଗିରି/ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ, ଯାତାୟତ ଠପ୍ ହୋଇଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାରେ ସ୍କୁଲ…
ବଣାଇ: ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୁରୁଣ୍ଡିଆ ଥାନା…