ସ୍ମିତଙ୍କୁ ସମ୍ମାନିତ କରିବେ ଗୁଜରାଟ ସରକାର
ଅହମଦାବାଦ: ଗୁଜରାଟ ସରକାର ଫ୍ଲାଏ ଦୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ବୀରତ୍ୱ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ କରିବେ। ଏହାସହିତ ୨୫ ଲକ୍ଷ ଟଙ୍କାର ଆର୍ଥିକ…















