ସାରଙ୍କ ମାଡ଼ରେ ଛାତ୍ର ମୃତ

ଭୁବନେଶ୍ୱର : ପ୍ରଧାନ ଶିକ୍ଷକଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦର ସ୍କୁଲ ହଷ୍ଟେଲରେ ଛାତ୍ର ଗଙ୍ଗା ଜାନିଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଟିନୋ…

Continue reading
ନବୀନଙ୍କ ପଛରେ ବଦମାସ୍‌

ଭୁବନେଶ୍ୱର : ‘ଆପଣମାନଙ୍କୁ କାମ କରିବାକୁ ପଡିବ । ବହୁତ ପରିଶ୍ରମ କରିବାକୁ ପଡିବ । ଆପଣମାନେ ଜାଣିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ଆମ ସମସ୍ତଙ୍କୁ ବହୁତ କାମ କରିବାକୁ ପଡିବ । ମୁଁ ଶୁଣିଛି ଶେରଗଡରେ…

Continue reading
“ସିଏଜି ରିପୋର୍ଟ” ବିଜୁ ଜନତା ଦଳର ଖଣି କେଳେଙ୍କାରୀ କଳା ଚିଠାର ନୂଆ ପୃଷ୍ଠା: ଅନୀଲ ବିଶ୍ୱାଳ

 ସିଏଜି ରିପୋର୍ଟ ଏବଂ ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ  ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ…

Continue reading
ଲେଉଟିଲା ଚମେଲୀ ଓଝା ରାଜନୀତି

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ବହୁଚର୍ଚ୍ଚିତ ତିଖିରି ସରପଞ୍ଚ ଚମେଲୀ ଓଝାଙ୍କ ଅଭିଯୋଗକ୍ରମେ ଜାତୀୟ ମାନବାଧିକାର କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରି ସରଜମିନ୍‌ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ୩ ଜଣିଆ ତଦନ୍ତକାରୀ ଟିମ୍‌ ଆସନ୍ତା ଅକ୍ଟୋବର…

Continue reading
ସରକାରୀ ଜମି ବେଆଇନ ଆବଂଟନର ମୁଖ୍ୟ ସୈାଦାଗର ବିଜେଡି: ଅମର ପଟ୍ଟନାୟକ

 ସରକାରୀ ଜମିକୁ ବଜାର ଦର ଅପେକ୍ଷା ଯଥେଷ୍ଟ କମ୍ ମୂଲ୍ୟରେ ନିର୍ଦ୍ଦିଷ୍ଟ ତୋଷଣକାରୀ ସଂସ୍ଥା, ବ୍ୟକ୍ତି ଓ ପରିଚିତ କଂପାନୀଗୁଡିକୁ ଦେଇଛି ବିଜେଡି  ଜମି ଆବଂଟନ ପାଇଁ ଥିବା ନିର୍ଦ୍ଧାରିତ ମାର୍ଗଦର୍ଶିକା, ନିଲାମ ପ୍ରକ୍ରିୟା ଏବଂ ସ୍ୱଚ୍ଛତାକୁ ସଂପୂର୍ଣ୍ଣ…

Continue reading
ଶିଖରଚଣ୍ଡୀ ମନ୍ଦିରର ହେବ ପୂର୍ଣ୍ଣାଙ୍ଗ ବିକାଶ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶିଖରଚଣ୍ଡୀ ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ନବରାତ୍ରୀ ଏବଂ ଶୀତଦିନିଆ ପର୍ଯ୍ୟଟନ ଋତୁ ପୂର୍ବରୁ ଏହି ବୃହତ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବାକୁ…

Continue reading
ଖରାପ ରାସ୍ତାର ତୁରନ୍ତ ମରାମତି ପାଇଁ ପୃଥ୍ୱୀରାଜଙ୍କ ନିର୍ଦ୍ଦେଶ

• ନିୟମିତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଏବଂ ନିର୍ମାଣ କାର୍ଯ୍ୟ ତଦାରଖ ନେଇ ସବୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ • କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ • ଟେଣ୍ଡର ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ନେଇ ଆଲୋଚନା…

Continue reading
ନନ୍ଦନକାନନରେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୩୦/୦୯/୨୦୨୬: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ନନ୍ଦନକାନନ ଜୀବ ଉଦ୍ୟାନ ପରିଦର୍ଶନ କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ପରିଦର୍ଶନ କାଳରେ ସେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଦର୍ଶନକୁ ଆହୁରି ସୁବିଧାଜନକ, ସୁରକ୍ଷିତ ଓ…

Continue reading
ମହାବିନାୟକ ଓ ଛତିଆବଟ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନେଇ ଆଲୋଚନା

ଭୁବନେଶ୍ୱର : ପୂର୍ତ୍ତ ବିଭାଗ ଅଧୀନରେ ଚାରବାଟିଆ ଓ ବାଲେଶ୍ୱର ଡିଭିଜନ୍‌ରେ ଚାଲୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ…

Continue reading
ରାୟଗଡ଼ା ରାଜନୀତି : ଭାସ୍କର ଦେଖାଇଲେ ଦମ୍‌

ଶ୍ରମିତା ହେଲେ ପୌର ଉପାଧ୍ୟକ୍ଷା ପୌରାଧ୍ୟକ୍ଷ ମହେଶ ଓ ଶ୍ରମିତା ବିଜେଡିରୁ ନିଲମ୍ବିତ ରାୟଗଡା : ରାୟଗଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ତାଙ୍କର ଦମ୍‌ ଦେଖାଇଛନ୍ତି । ରାୟଗଡ଼ା ପୌରାଧ୍ୟକ୍ଷଙ୍କ ଠାରୁ…

Continue reading