ଶିମିଳିପାଳ ପାଦଦେଶରେ ବେଆଇନ ପଥର ଖନନ ଅଭିଯୋଗ: ଏନଏଚଆରସିଙ୍କ ରିପୋର୍ଟ ତଲବ

କଟକ:ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖନନ ଚାଲିଥିବା ଓ ଏଥି ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଧନଜୀବନ ବିପଦରେ ପଡ଼ିଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଅଭିଯୋଗର ତଦନ୍ତ କରିବା ସହିତ ଏ…

Continue reading
ଆଙ୍ଗନ କା ଉତ୍ସବ’ରେ ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ, କୃତି ଶିଶୁଙ୍କୁ ପୁରସ୍କାର

ରାଇକିଆ: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯାଉଛି। ଏହି କ୍ରମରେ ରାଇକିଆ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ ଉତ୍ସବ…

Continue reading
ସେବା ସଂକଳ୍ପ ଅଭିଯାନରେ ‘ ଏକ୍ ପେଡ୍ ମା କେ ନାମ ’ କାର୍ଯ୍ୟକ୍ରମ

ରାଇକିଆ: ଭାଜପା ରାଇକିଆ ମଣ୍ଡଳ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ”ସେବା ରେ ମୋର ଯୋଗଦାନ”ଅବସରରେ ‘ ଏକ୍ ପେଡ୍ ମା କେ ନାମ ’ କାର୍ଯ୍ୟକ୍ରମ ମଙ୍ଗଳବାର ରାଇକିଆସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ରାଇକିଆ…

Continue reading
ଜ଼ିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଚୟନ ଉଦଘାଟିତ

ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦେବଗଡ଼ ଆନୁକୂଲ୍ୟରେ ଆଜି ଜ଼ିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ବର୍ଷରୁ କମ ଛାତ୍ର ଛାତ୍ରୀ ମାନଙ୍କର କ୍ରୀଡା ପ୍ରତିଭା ଚୟନ ଶିବିର ଉଦଘାଟିତ ହୋଇଯାଇଅଛି। ଆଜି ପୂର୍ବାହ୍ନ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା…

Continue reading
ଜ଼ିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦେବଗଡ଼ ପରିସରରେ ଜ଼ିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଭୟ ବର୍ଗରୁ ତିନୋଟି ସ୍ତରରେ ବ୍ଲକ ରୁ ଚୟନ…

Continue reading
ଆଙ୍ଗନ କା ଉତ୍ସବରେ ରାଇକିଆ ଭାଜପା ତରଫରୁ ଅଙ୍ଗନବାଡି ଓ ଆଶାକର୍ମୀ ସମ୍ମାନିତ

ରାଇକିଆ: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯାଇଛି। ଏହି କ୍ରମରେ ରାଇକିଆ ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ ‘ଆଙ୍ଗନ…

Continue reading
ଦୁର୍ଗମ ୮ ଗ୍ରାମର ଦୁଃଖ: ଆଜି ବି ବିଦ୍ୟୁତ ସେବା ସେମାନଙ୍କ ପାଇଁ ସାତ ସପନ

ଦେବଗଡ଼:ସ୍ବାଧିନତାର ୭ ଦଶନ୍ଧି ପରେ ବି ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଦ୍ୟୁତ ସେବା ଅପହଂଚ ହୋଇପଡିଛି। ଅନ୍ୟପଟେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବାବେଳେ ୮ଟି ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ ସେବା ସାତ ସପନ ପାଲଟିଛି।କେନ୍ଦ୍ର ଓ…

Continue reading
ନିମ୍ନମାନର ତେଲ ଓ ଚିନି ସିରା:୧୪ କ୍ୱିଣ୍ଟାଲ ଖଜା ନଷ୍ଟ

ପୁରୀ : ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ପୁରୀ ଖଜା। ନିମ୍ନମାନର ତେଲ ଓ ୭ ଦିନର ଚିନି ସିରା ବ୍ୟବହାର କରାଯାଉଛି। ବାହାର ଚକଚକ୍ କରୁଥିବା ବେଳେ ଭିତରେ ଫିମ୍ପି ମାରିଗଲାଣି। ମଙ୍ଗଳବାର ୭ଟି ଖଜା ଭାଟିରେ ଚଢ଼ଉ ବେଳେ…

Continue reading
ରାଜ୍ୟରେ ସ୍ବାଭାବିକଠାରୁ ୩୦% ଅଧିକ ବର୍ଷା

ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବରେ ସମଗ୍ର ଦେଶରେ ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ, ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନୋ ପ୍ରଭାବ ସତ୍ତ୍ବେ…

Continue reading
ବର୍ଷା ଏବଂ ବନ୍ୟା: ୮ ଜିଲାର ୭୪,୭୮୬ ପ୍ରଭାବିତ

ଭୁବନେଶ୍ୱର : ଲଗାଣ ବର୍ଷା ଏବଂ ବନ୍ୟାରେ ୮ ଜିଲାର ୭୪,୭୮୬ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ନବରଙ୍ଗପୁର, ଯାଜପୁର, ଭଦ୍ରକ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ ଜଗତସିଂହପୁର ଜିଲାର ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ସମ୍ପୃକ୍ତ ଜିଲା ପ୍ରଶାସନଗୁଡ଼ିକ ପରିସ୍ଥିତି ଉପରେ…

Continue reading