ବାହୁଡ଼ିବ ମୌସୁମି
ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମି ଋତୁ ଶେଷ ହେଉଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ବିତୀୟ ସପ୍ତାହ ପ୍ରାରମ୍ଭରୁ ଓଡ଼ିଶାରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ…
ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମି ଋତୁ ଶେଷ ହେଉଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ବିତୀୟ ସପ୍ତାହ ପ୍ରାରମ୍ଭରୁ ଓଡ଼ିଶାରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ…
ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛାପା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା…
ଜମ୍ମୁ : ଜମ୍ମୁ କାଶ୍ମୀରର କାଠୁଆ ଜିଲାରେ ମୁତୟନ ଥିବା ସିଆଇଏସଏଫର ହେଡ କନଷ୍ଟେବଲ ଅଦ୍ୱେଷ କୁମାରଙ୍କ ଗୁଳିରେ ସିଆଇଏସଏଫର ଜଣେ ଅଫିସରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାଠୁଆ ଜିଲାର…
ବାଲେଶ୍ୱର: ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଶୋ-ରୁମ ଭିତରେ ଥିବା ୫୦ରୁ ଅଧିକ ନୂଆ ବାଇକ ସମେତ…
ପୁରୀ: ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍ରେ ସର୍ବସାଧାରଣଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯାଇଛି। ପ୍ରଥମେ ଶ୍ରଦ୍ଧାଳୁଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…
ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ…
ଭୁବନେଶ୍ୱର : ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ର ବିଶାଳ ବିକ୍ଷୋଭ। କେନ୍ଦ୍ର ସରକାରଙ୍କ ଖଣି ନୀତି ଏବଂ ଏମ୍ଏମ୍ଡିଆର ସଂଶୋଧନ ବିଲ୍କୁ ବିରୋଧ କରି ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ବିଶାଳ ବିକ୍ଷୋଭ କରାଯାଉଛି। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପଟୁଆର ବାହାରି…
ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହିଁ ପରୀକ୍ଷା ହେବ । କାଲି OSSTET ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ପରୀକ୍ଷା ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ…
ଭୁବନେଶ୍ଵର: ସିଏଜି ରିପୋର୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ସିଏଜି ଏପରି ରିପୋର୍ଟ ଦେଇଛନ୍ତି ତାର ଅନୁଧ୍ୟାନ କରାଯାଉ । ଯଦି ଆଗରୁ ଡକାୟିତ ହୋଇଥିଲା ତାକୁ ଆଳ କରି…
ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ। କେନାଲରେ ପଡ଼ି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ । ସୂଚନାଅନୁସାରେ,ସଜନା ଗଛରୁ ଶାଗ ତୋଳିବା ବେଳେ…