ପୁରୀରେ କୂଳ ଖାଇଲା ସମୁଦ୍ର, ଭସାଇ ନେଲା ଦୋକାନ ବଜାର

ପୁରୀ: ପୁରୀରେ କୂଳ ଖାଇଲା ସମୁଦ୍ର । ଭସାଇ ନେଲା ଦୋକାନ ବଜାର । ବଢ଼ୁଥିବା ଜନସଂଖ୍ୟା ଏବେ ସମୁଦ୍ରକୁ ମାଡ଼ି ବସିବାରେ ଲାଗିଛି । ଆଉ ଅନ୍ୟପଟେ ପ୍ରକୃତି ଅଶାନ୍ତ ହୋଇ ଜନବସତି ଧୋଇ ନେଉଛି । ପୁରୀରେ ପ୍ରକୃତିର…

Continue reading
ଆଜି ନିଯୁକ୍ତି ମେଳା, ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୧୧୦୧ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥିତ କୃଷି…

Continue reading
ଓଡ଼ିଶାରେ ବନ୍ୟା ସ୍ଥିତି

ଭୁବନେଶ୍ୱର: ଆକଳନଠୁ ବି ଭୟଙ୍କର ପ୍ରକୋପ । ଚାରିଦିନ କାଳ ନିର୍ଧୁମ ବର୍ଷିଲା । ଯିବା ଆଗରୁ ପବନ କୋପ ବି ଦେଲା । ଦକ୍ଷିଣ ଓଡ଼ିଶାକୁ କ୍ଷତାକ୍ତ କଲା । ଉପକୂଳ ଓ ଉତ୍ତରରେ ବି ପ୍ରବଳ ବର୍ଷା କରାଇଲା…

Continue reading
ପୋର୍ଟାଲରେ ରହିବ ଶ୍ରୀଜଗନ୍ନାଥଙ୍କ ଜମି ଦଖଲକାରୀଙ୍କ ତଥ୍ୟ

ଭୁବନେଶ୍ୱର :ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ…

Continue reading
16 ଗେଟ ଖୋଲିଲା ହୀରାକୁଦ

ସମ୍ବଲପୁର: ହୀରାକୁଦରୁ ପୁଣି ଖୋଲିଲା ଗେଟ l ଆଜି ହୀରାକୁଦରେ 16 ଟି ଗେଟ ପର୍ଯ୍ୟାୟ କ୍ରମରେ ଖୋଲିଛି l ବାମ ପାର୍ଶ୍ୱ ରେ 11 ଟି ଡାହାଣ ପାର୍ଶ୍ଵରେ 5ଟି ସ୍ଲୁଇସ ଗେଟ ଖୋଲା ଯାଇଛି l ହୀରାକୁଦ ଡ୍ୟାମରେ…

Continue reading
ଚାଷୀଙ୍କୁ ଦଳିଦେଲା ଦନ୍ତା

କଳାହାଣ୍ଡି: ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ବେତିଆପଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ବିମ୍ବା ମାଝୀ। ସୂଚନା ଅନୂଯାୟୀ ବିମ୍ବା ନିଜ ଚାଷ ଜମିକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି…

Continue reading
ପାରାଦୀପକୁ ମେଗା ବନ୍ଦର ମାନ୍ୟତା

ପାରାଦୀପ: ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି। ଫଳରେ ଦେଶର ପ୍ରମୁଖ ଏବଂ ରଣନୀତିକ ଦୃଷ୍ଟିକୋଣରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦରଗୁଡ଼ିକ ମଧ୍ୟରେ ପାରାଦୀପ…

Continue reading
୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ। ସେଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା…

Continue reading
ଆଖୁ ଚାଷୀଙ୍କ ପାଇଁ ୧୫,୦୦୦ ଇନପୁଟ୍ ସବସିଡି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟର କୃଷକମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତି…

Continue reading
କେଲୁଅ ନଦୀକୁ ଡେଇଁ ଯୁବକ ନିଖୋଜ

ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଉଛନ୍ତି ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ (୨୭)। ମିଳିଥିବା…

Continue reading