ପୋଖରୀରେ ବୁଡି ନବମଶ୍ରେଣୀ ଛାତ୍ର ମୃତ

ଡେରାବିଶ :ପୋଖରୀରେ ବୁଡି ନବମଶ୍ରେଣୀ ଛାତ୍ର ମୃତ୍ୟୁ l ପୋଖରିକୁ  ଗାଧୋଇବା ପାଇଁ ଯାଇ ଘରକୁ ଫେରି ନଥିଲେ ଛାତ୍ର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ବାଲିଆ ଗାଁରେ । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ…

Continue reading
୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ପ୍ରସ୍ତୁତ କରାଯିବ ଚୂଡାନ୍ତ ରଣନୀତି

ନୂଆଦିଲ୍ଲୀ; ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଆସନ୍ତା ୩୦ ତାରିଖରେ ଇଣ୍ଡିଆ ବ୍ଲକର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ ।…

Continue reading
ଆଜିଠୁ ପବିତ୍ର ପିତୃପକ୍ଷ

ପୁରୀ: ଆଜିଠୁ ଶ୍ରୀକ୍ଷେତ୍ରରେ ଅପରପକ୍ଷ ତଥା ପିତୃପକ୍ଷ  ଆରମ୍ଭ ହୋଇଛି। ହିନ୍ଦୁ ପରମ୍ପରା ଅନୁଯାୟୀ ମୁଖ୍ୟତଃ ପରିବାରର ଜ୍ୟେଷ୍ଠ ପୁତ୍ରମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଓ ମାର୍କଣ୍ଡ ଆଦି ତୀର୍ଥ  ପୁଷ୍କରିଣୀରେ ସାମୂହିକ ଭାବେ…

Continue reading
ହୀରାକୁଦ: ୨୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଅଧିକ ପରିମାଣରେ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଶନିବାର ଆଉ ୨ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ହୀରାକୁଦର ବାମ…

Continue reading
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ମାଲକାନଗିରି,: ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱର ବରମୁଣ୍ଡାରେ ୪ ମହଲା…

Continue reading
ଓଡ଼ିଶା ଆସିବେ ୩ ମହାବଳ

ଭୁବନେଶ୍ୱର : ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବେ ୩ ମହାବାଳ ବାଘ । ରାଜ୍ୟ ସରକାରଙ୍କ ଔପଚାରିକ ଅନୁରୋଧକୁ ଅପେକ୍ଷା କରିଛି ମଧ୍ୟପ୍ରଦେଶ ବନବିଭାଗ । ସେମାନେ ଶୀତ ଋୁତୁରେ ରାଜ୍ୟ ବନବିଭାଗ ନିକଟକୁ ଏହି ପ୍ରସ୍ତାବ ପଠାଇ ପାରନ୍ତି । ରାଜ୍ୟ…

Continue reading
ବୌଦ୍ଧ ବିଧାୟକଙ୍କ ନାମରେ ଗିରଫ ପରୱାନା

ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ନାମରେ ସ୍ଥାନୀୟ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି । ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ବାଚନରେ ମିଥ୍ୟ ସତ୍ୟପାଠ ଦାଖଲ ନେଇ ବୌଦ୍ଧର ପୂର୍ବତନ…

Continue reading
‘ଉଠିବକି ଜାତିର କଙ୍କାଳ’ କବିତା ସଂକଳନ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। କେବଳ ଓଡ଼ିଆ କହିବା ନୁହେଁ,…

Continue reading
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ: ମନମୋହନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ସାରା ରାଜ୍ୟରେ ପବନ, ବ୍ୟାପକ ବର୍ଷା ଲାଗି ରହିବା ସହ ବହୁ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ସମସ୍ତ ନଦୀର ଜଳସ୍ତର ବଢ଼ି ପୁନର୍ବାର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି…

Continue reading
ଦୁର୍ନୀତି କ୍ୟାରିୟର ପାଇଁ ବିଷ ସଦୃଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ବା ଆର୍ଥିକ ସୁରକ୍ଷାର ମାଧ୍ୟମ ନୁହେଁ, ବରଂ ଏହା ରାଜ୍ୟ ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର । ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା…

Continue reading