ଇରାନର ଅସ୍ତ୍ରବିରତି ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ

ୱାଶିଂଟନ: ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ସେ ସାତ…

Continue reading
ଜଜ୍‌ଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ

ଭବାନୀପାଟଣା:କୋରିଅର ସଂସ୍ଥା କାର୍ଯ୍ୟଳୟ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କେସିଙ୍ଗା ରାସ୍ତାର ସେଫ୍ ଏକ୍ସପ୍ରେସ ନାମକ କୋରିଆର ସଂସ୍ଥାରେ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଚଢାଉ କରାଯାଇଥିଲା। ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶ ର…

Continue reading
ବନ୍ୟା ପାଣିରେ ଭାସି ଯୁବତୀ ମୃତ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜାହାଙ୍ଗୀର ଭୋଇସାହି ଗ୍ରାମରେ ବନ୍ୟା ପାଣିରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ଗ୍ରାମର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣାରାଣୀ ଜେନା (୨୦)।ପ୍ରକାଶ ଯେ, କ୍ରିଷ୍ଣାରାଣୀ ରବିବାର…

Continue reading
ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁ ସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍‍ଭାବନା ଅସିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ 16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ…

Continue reading
ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ: ବିଶ୍ୱରେ ଏବେ ଅରାଜକତା ଚାଲିଛି । ଧର୍ମ ସଂସ୍କୃତି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ଓଡ଼ିଶାରେ ଏଭଳି ସ୍ଥିତି ନହେଉ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମାର୍ଗଦର୍ଶନ ଦେଇଛନ୍ତି । ସନାତନ ଧର୍ମ ସଂସ୍କୃତି…

Continue reading
କଳିଙ୍ଗା ଘାଟି ବନ୍ଦ, ସତର୍କତା ପାଇଁ ସମାଜସେବୀଙ୍କ ପରାମର୍ଶ

ରାଇକିଆ: ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମକୁ ସଂଯୋଗ କରୁଥିବା ବିଭିନ୍ନ ଘାଟି ରାସ୍ତା ପ୍ରଭାବିତ ହୋଇଛି। କଳିଙ୍ଗା, କରଡ଼ା ଓ ଗାଜଲବାଡ଼ି ଘାଟି ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାବେଳେ ବର୍ଷା ଯୋଗୁଁ ଏହି ରାସ୍ତାଗୁଡ଼ିକରେ…

Continue reading
ଶାରଦୀୟ ପୂଜା ଓ ମା’ ବନଦୁର୍ଗାଙ୍କ ଜନ୍ମୋତ୍ସବ ପାଇଁ ବୈଠକ

ରାଇକିଆ: ଆଗାମୀ ଶାରଦୀୟ ପୂଜା ଏବଂ ମା’ ବନଦୁର୍ଗାଙ୍କ ଜନ୍ମୋତ୍ସବ ପାଳନ ନେଇ ରାଇକିଆ ପୂଜା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ମା’ ବନଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ପୂଜାକୁ ଶୃଙ୍ଖଳିତ ଓ ଭକ୍ତିମୟ ପରିବେଶରେ ପାଳନ…

Continue reading
ବାମଣ୍ଡା ବ୍ରାହ୍ମଣ ସମାଜ ପକ୍ଷରୁ ଭାଗବତ ପାରାୟଣ

ଦେବଗଡ଼:ସ୍ଥାନୀୟ ଗୋପାଳଜୀ ମନ୍ଦିରରେ ବାମଣ୍ଡା ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ଏକ ଦିବସୀୟ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। କମଳାକାନ୍ତ ପଣ୍ଡା ଓ ପୁରୁଷୋତ୍ତମ ଦାଶ ପୂଜକ ଭାବେ କାର୍ଯ୍ୟ ସଂପାଦନା କରିଥିଲେ। ଅଶୋକ ମିଶ୍ର ଓ ନିୟତି ମିଶ୍ର କର୍ତ୍ତା…

Continue reading
ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ସମାରୋହ

ଦେବଗଡ଼:ଦେବଗଡ ଜିଲ୍ଲା ରେଙ୍ଗାଲବେଡା ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରଶ୍ମିନ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ମୁଖ୍ୟଅତିଥି, ହିନ୍ଦୀ ଅଧ୍ୟାପକ ବସନ୍ତ…

Continue reading
ତିନିଦିନିଆ ଫୁଟବଲ ପ୍ରତି‌ଯୋଗିତା

ଦେବଗଡ଼:ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ମଧ୍ୟପୁର ଗ୍ରାମର ଖେଳପଡିଆ‌ରେ ଆଜି ସିଦ୍ଧେଶ୍ବର ଫୁଟବଲ କମିଟି ପକ୍ଷରୁ ତିନିଦିନିଆ ଫୁଟବଲ ପ୍ରତି‌ଯୋଗିତା ଉଦଘାଟିତ ହୋଇଯାଇଛି।ଉଦଘାଟନୀ କାର୍ଯ୍ୟକ୍ରମରେ ବାରକୋଟ ଥାନା ଆଇଆଇସି ସୁଶାନ୍ତ ବଢେଇ ମୁଖ୍ୟଅତିଥି,ଆତ୍ମାର ଅଧ୍ୟକ୍ଷ ଭାରତ ଭୂଷଣ ପ୍ରଧାନ,ପିଇଓ ଗୌରବ ଟପୋ,ପୂର୍ବ…

Continue reading