ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ

ଭୁବନେଶ୍ବର: ଧର୍ମମାସ କାର୍ତ୍ତିକରେ କନ୍ଦାଇଲାଣି ପିଆଜ । ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ । ଏବେ ପଞ୍ଚୁକ ଚାଲିଥିବା ବେଳେ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ନିରାମିଷ ଭୋଜନ କିନ୍ତୁ ଏହା ସତ୍ତ୍ବେ ପିଆଜ ଓ…

Continue reading
୩ ମିଲିସିଆ ଗିରଫ

ମାଲକାନଗିରି: ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ ମାଣ୍ଡୋ ଓରଫ ମାଣ୍ଡୁ ହପିଆ। ସୂଚନା ଅନୁଯାୟୀ, ବିଜାପୁର ଜିଲାରେ ମାଓବାଦୀ ବିରୋଧୀ ଅପରେଶନ୍‌ ଚଳାଇଥିବା…

Continue reading
ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି: ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ । ବିଜାପୁର ଜିଲା ଜଙ୍ଗଲା ଥାନା ଅଧୀନରେ ଥିବା ପୋଟେନାର ଗ୍ରାମରେ ମାଓବାଦୀମାନେ ଏକ ପ୍ରଜାକୋର୍ଟ…

Continue reading
ଏଣିକି ୭ ବର୍ଷ ଚାକରି କରିବା ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ବର :  ଏଣିକି ୭ ବର୍ଷ ଚାକରି କରିବା ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର । ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର । ପୂର୍ବରୁ ୧୦ ବର୍ଷ ଚାକିରି କଲା ପରେ …

Continue reading
ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ

ବାଲେଶ୍ବର : ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ଗାଁରେ । ମୃତ ବୃଦ୍ଧା ହେଲେ ଜୟରାମପୁର ଗାଁର ବାସନ୍ତୀ ସାହୁ । କାର୍ତ୍ତିକ ବ୍ରତ ପାଇଁ…

Continue reading
ଆଗ୍ନିକ ପଦରେ ୧୦ପ୍ରତିଶତ ଗୃହରକ୍ଷୀଙ୍କୁ ମିଳିବ ନିଯୁକ୍ତି: ହାଇକୋର୍ଟ

କଟକ: ଫାୟରମ୍ୟାନ(ଆଗ୍ନିକ) ପଦରେ ନିଯୁକ୍ତି ପ୍ରସଂଗକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି । ମୋଟ ପଦବିର ୧୦ପ୍ରତିଶତ ପଦବିରେ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ଓ ସରକାରଙ୍କ ପକ୍ଷରୁ ଏହି ଅନୁସାରେ ପ୍ରସ୍ତୁତ ଏକ ସାନି ଚୟନ ତାଲିକାକୁ…

Continue reading
ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ୟ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏହି ବୈଠକରେ  ୮ ପ୍ରସ୍ତାବ ଉପରେ…

Continue reading
୨୦ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିନିମନ୍ତେ ଆସନ୍ତା ୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର…

Continue reading
ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ: କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ୟ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି।…

Continue reading
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଜାରି : ଅନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଢା ହେବ ମନ୍ତ୍ରୀ ସ୍ତରୀୟ କମିଟି

ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ଓଡ଼ିଶାର ବିଭିନ୍ନ ବିବାଦର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଢ଼ିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ମହାନଦୀ,ପୋଲାଭରମ, ବଂଶଧାରା ଓ କୋଟିଆ ଭଳି ଦୀର୍ଘଦିନର ବିବାଦର ସମାଧାନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ…

Continue reading