ବାଇକ ଦୁର୍ଘଟଣା ; ଦୁଇ ଯୁବକ ମୃତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ମାତାଜୀ ମଠ ନିକଟରେ ଶନିବାର ମଧ୍ୟାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାର ଡିଭାଇଡରରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଦୁଇ…

Continue reading
ବାଲେଶ୍ୱରରେ ପୁଲିସ ଡିଜି ବିନୟତୋଷ ମିଶ୍ର

ବାଲେଶ୍ୱର : ବାଲେଶ୍ୱର ଗସ୍ତରେ ପୁଲିସ ଡିଜି ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବୈଠକରେ ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା 3 ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ…

Continue reading
ଚାଷ ଜମିରେ ବଉଳା କୁମ୍ଭୀର

କେନ୍ଦ୍ରାପଡ଼ା: ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଲୋକେ ମାଛ ଧରିବା…

Continue reading
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ୩ ଅଟକ

ଏରସମା: ସିଆଳି ବେଳାଭୂମିରେ ଥିବା ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏରସମା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଭଙ୍ଗାରୁଜା କରିଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।…

Continue reading
ଓରାଙ୍ଗଉଟାନ ଚାଲାଣ ମାମଲା: ହୋଟେଲ ମାଲିକ ବାପପୁଅଙ୍କୁ ଖୋଜୁଛି ଏସଟିଏଫ୍

କୁଆଡ଼େ ଗଲେ ଦୀଘା ହୋଟେଲ ମାଲିକ ? ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ହୋଟେଲ ମାଲିକ ବାପପୁଅଙ୍କୁ ଖୋଜୁଛି ଏସଟିଏଫ୍ । ହୋଟେଲ ମ୍ୟାନେଜରଙ୍କ ସହିତ ତିନି ଜଣଙ୍କୁ ଧରି ଚାଲିଛି ନନଷ୍ଟପ୍ ପଚରାଉଚରା । ହୋଟେଲ ମାଲିକଙ୍କ ଫୋନ୍ ବନ୍ଦ ଥିବା…

Continue reading
ମହେନ୍ଦ୍ରତନୟା ନଦୀରେ ଭାସିଗଲେ ବୃଦ୍ଧ

ଗଜପତି: ମହେନ୍ଦ୍ରତନୟା ନଦୀରେ ବୃଦ୍ଧ ନିଖୋଜ। ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତର ଅମରା ଗାଁର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ପାଣିରେ ନିଖୋଜ। ତେବେ ଆଜି ସକାଳ ପ୍ରାୟ ୫ଟାରେ ନଦୀକୁ ଗାଧୋଇବାକୁ ଯାଇଥିଲେ।…

Continue reading
ମାଲକାନଗିରି: ପୋଲ ଉପରେ ବର୍ଷାଜଳ ପ୍ରବାହିତ, ଯାତାୟାତ ଠପ୍

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। NH-326 ଉପରେ ପାଣି। ଜାତୀୟ ରାଜପଥ ୩୨୬ର କାଙ୍କରକୋଣ୍ଡା ନିକଟ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ମାଲକାନଗିରିରୁ…

Continue reading
୧୪ ବେଳକୁ କମିବ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଏବଂ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ୧୪ ତାରିଖ ବେଳକୁ ବର୍ଷା କମିବ। ଆଜି ଉତ୍ତର ଓ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡି଼ଶାର କିଛି…

Continue reading
ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି/ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ, ଯାତାୟତ ଠପ୍ ହୋଇଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାରେ ସ୍କୁଲ…

Continue reading
ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା

ବଣାଇ: ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୁରୁଣ୍ଡିଆ ଥାନା…

Continue reading