ପୁଣି ୪ ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଇ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତାର ନିକଟତର ହୋଇଛି।…
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଇ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତାର ନିକଟତର ହୋଇଛି।…
ଭୁବନେଶ୍ୱର: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।…
ସୋରଡ଼ା: ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସରାବାଡ଼ି ଗ୍ରାମର ଜୟସେନ…
ସମ୍ବଲପୁର: ଆଜି ସକାଳ ପ୍ରାୟ ୫:୪୫ ସମୟରେ, ସଦର ଥାନା ପୁଲିସ କର୍ମଚାରୀମାନେ ସୁନାପାଲିର ମହମ୍ମଦ ଇରଫାନ୍କୁ ଅଟକାଇଥିଲେ। ସେ ଜଣେ ଅଭିଜ୍ଞ ଅପରାଧୀ ଯିଏକି ଡକାୟତି, ଲୁଟ୍, ଆଲୁମିନିୟମ୍ ତାର ଚୋରି, ଚୋରି ଏବଂ ନିଶା ଦ୍ରବ୍ୟ କାରବାର ଭଳି…
ଦେବଗଡ଼:ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସେବା ସପ୍ତାହ ପାଇଁ ବୃକ୍ଷରୋପଣ,ସ୍ବଚ୍ଛତା କାର୍ଯ୍ୟକ୍ରମ,ରକ୍ତଦାନ ଶିବିର,ଫଳ ବଣ୍ଟନ,ବିକଶିତ ସଂକଳ୍ପ ଯାତ୍ରା,ଆର୍ଶୀବାଦର ଦୀପ, ଚିତ୍ରାଙ୍କନ…
ଦେବଗଡ଼:ବନ ବିଭାଗ ଓ ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ମିଳିତ ସହଯୋଗରେ ଆଜି ସ୍ବର୍ଗ ଦ୍ବାର ରାସ୍ତାରେ ପଥପ୍ରାନ୍ତ ବନୀକରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦେବଗଡ ରେଞ୍ଜ ଅଧିକାରୀ ଦିପ୍ତୀରଞ୍ଜନ ବିଶ୍ବାଳ,ଫରେଷ୍ଟର ପ୍ରିତମ ସାହୁ,ଜିଲ୍ଲା ବରିଷ୍ଠ ନାଗରିକ ଫୋରମର…
ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ବୁଢାପାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗର ରାମଚନ୍ଦ୍ର କବେଲ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ପାଣି ଓ ନିଆଁ ଲାଗିଲେ…
ଦେବଗଡ଼:ସ୍ଥାନୀୟ ଶିବ ମନ୍ଦିରରେ ଆଜି ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ମଞ୍ଚର ଉପସଭାପତି ସୂର୍ଯ୍ୟମଣି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରୁଆଳୀ ଓ ଦଣ୍ଡାସିଂହା ଗ୍ରାମରେ ଥିବା ହାଇସ୍କୁଲରେ ଶିକ୍ଷକ ଅଭାବ,ଦେବଗଡ ଥାନାର ୭ଟି ପଂଚାୟତର ବରିଷ୍ଠ…
ବିରିଡି : ଅଲ ଓଡିଶା ଗୋପାଳ (ଯାଦବ )ମହାସଂଘର ସାଙ୍ଗଠନିକ ବୈଠକ, ବିରିଡି ବ୍ଲକ ଶିବପୁର ପଞ୍ଚାୟତ ଏବଂ ରଘୁନାଥପୁର ବ୍ଲକ ତରିକୁନ୍ଦ ପଞ୍ଚାୟତକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ରାଜ୍ୟ ସଭାପତି କାଳୁନାରାୟଣ ବେହେରା ପରିଚାଳନା କରିଥିଲାବେଳେ,…
ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ଦ୍ବିତୀୟ ବର୍ଷର ଆଇନ ଛାତ୍ରଙ୍କୁ ନୋଟିସ ପଠାଇଥିବା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଉତ୍ତର ପ୍ରଦେଶ ସରକାର ନିଲମ୍ବନ କରିଛନ୍ତି। ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ (ଏସଜି)…